ନୂଆପଡା ବିଧାନସଭା ଉପନିର୍ବାଚନ ରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି ।

ନୂଆପଡା ବିଧାନସଭା ଉପନିର୍ବାଚନ ରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ନୂଆପଡ଼ା ବର୍ତ୍ତମାନ ରାଜ୍ୟ ରାଜନୀତି ର ରାଜଧାନୀ ପାଲଟିଛି । ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଙ୍କ ସୁଅ ଛୁଟୁଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରେ ନିର୍ବାଚନୀ ପ୍ରଚାର ଦୃଶ୍ୟମାନ ହେଉଛି ।

Exit mobile version