ଅଜଣା ଗାଡି ଧକା ରେ ଜଣଙ୍କର ମୁର୍ତ୍ୟୁ

ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ରାଜକିଶୋର ସେନାପତି – ସତ୍ୟବାଦୀ ଥାନା case no 388/5/11/2025 U/s – 281/106(1)BNS ରେ ମାମଲା ରୁଜୁ କରାଯାଇଛି । ଉପରୋକ୍ତ ଫୋଟୋରେ ଥିବା ବ୍ୟକ୍ତି ଙ୍କର ଗତ ତା.05.11.2025 ଅପରାହ୍ନ ରେ ବଡକାଞ୍ଜିଆ ଛକ, ସାକ୍ଷୀଗୋପାଳ ନିକଟରେ ଅଜଣା ଗାଡି ଦୁର୍ଘଟଣାରେ ଆହତ ହୋଇ ପଡ଼ିଥିଲେ.। ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା.।

 

 

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସଂକ୍ରାନ୍ତ ରେ ସତ୍ୟବାଦୀ ଥାନାରେ ଉପୋରକ୍ତ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି.। ତେଣୁ ଉକ୍ତ ବ୍ୟକ୍ତିଙ୍କର ଚିହ୍ନଟ ନିମନ୍ତେ ଜଣାଇ ଦିଆଯାଉଅଛକି ଯଦି କୌଣସି ସହୃଦୟ ବ୍ୟକ୍ତି ଉକ୍ତ ବ୍ୟକ୍ତିଙ୍କର ନାମ ଓ ଠିକଣା ଜାଣିଥିବେ ତେବେ ନିମ୍ନୋକ୍ତ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ-

Mob : –  9937981837 /94380 36003

 

 

Exit mobile version