କାର୍ତ୍ତିକବ୍ରତ ଉଦଯାପିତ

ପନ୍ଦର ବର୍ଷ ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ ,କାର୍ତ୍ତିକ ପୁରାଣ ପଠନ ଓ ଶ୍ରବଣ କରି ଧର୍ମ ଅର୍ଜନ କରିବା ସହ ଧାର୍ମିକ ଭାବନାକୁ ଉଦଯାପିତ ରଖିଥିଲେ । ପ୍ରୀତମ ରଞ୍ଜନ ଦାଶ, ତୃଷ୍ଣାମୟୀ ଆଚାର୍ଯ୍ଯ,କ୍ରୀଷ୍ଣାରାଣୀ ଆଚାର୍ଯ୍ଯ,କହ୍ନେଇ କୁମାର ଆଚାର୍ଯ୍ଯ, ମୌସୁମୀ ଆଚାର୍ଯ୍ଯ, ଜଗନ୍ନାଥ ମହାପାତ୍ର, ଶ୍ରୀୟା ଦାଶଙ୍କ ସମେତ ଆଖପାଖ ସାହିପଡିଶାର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ବ୍ରତରେ ସହଯୋଗ କରିଥିଲେ । ଶେଷରେ ବ୍ରାହ୍ମଣଙ୍କ ସମେତ ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବ ଏକତ୍ର ବସି ମହାପ୍ରସାଦ ସେବନ କରିଥିଲେ ।.
Related Content
ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି
by
Proprietor Abhimanyu Maharana
August 29, 2026
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ
by
Proprietor Abhimanyu Maharana
August 29, 2026
ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ
by
Proprietor Abhimanyu Maharana
August 29, 2026
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ
by
Proprietor Abhimanyu Maharana
August 29, 2026
ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ
by
Proprietor Abhimanyu Maharana
August 28, 2026
ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ
by
Proprietor Abhimanyu Maharana
August 28, 2026