ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜଙ୍ଗଲ , ବୃଦ୍ଧି ଓ ପରିଚାଳନା ପାଇଁ ଜନ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ , “ମହିଳା ବିକାଶ ପ୍ରତିଷ୍ଠାନ” ପକ୍ଷରୁ ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଜଙ୍ଗଲ ଗୋଷ୍ଠି ସୁରକ୍ଷା , ବୃଦ୍ଧି ଓ ପରିଚାଳନା ସମ୍ପର୍କିତ ବ୍ଲକସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମ୍ପାଦିକା ଶ୍ରୀମତୀ ମିନତି ପାଢୀ ସଭାପତିତ୍ବ କରିଥିବା ବେଳେ ଏଥିରେ ରାୟଗଡ଼ା ବ୍ଲକର ଜିରାଙ୍ଗ ,
