
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସାକ୍ଷୀଗୋପୀନାଥ ମନ୍ଦିର ସମ୍ମୁଖ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟାରେ ତୁଳସୀ ବିଵାହ ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ତୁଳସୀ ବିଭାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ବରପିତା ଶରତ ଚନ୍ଦ୍ର ହୋତା ତାଙ୍କ ସପତ୍ନୀ ସଂଯୁକ୍ତା ହୋତା କନ୍ୟା ପିତା ଭାବରେ ସତ୍ୟପ୍ରିୟ ମହାପାତ୍ର ତାଙ୍କ ସପତ୍ନୀ ରଞ୍ଜିତା ମହାପାତ୍ର ଙ୍କ ସହ ବିଵାହ ବେଦିରେ କନ୍ୟା ଦାନ କରିଥିଲେ ।

