
ଆର,ଉଦୟଗରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହିତ ଝଡ଼ ତୋଫାନ ଲାଗି ରହିଛି । ଫଳରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଅଧିକ ଭାବରେ କ୍ଷୟ କ୍ଷତି ହୋଇଥିବାର ଅନୁମାନ କରାଯାଉଛି । ଧାନ ଫସଲ ସହିତ ମକା ଏବଂ ଅନ୍ୟାନ୍ୟ ଫସଲ ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଛି ।

