ଚତୁର୍ଥ ପାରଳା ମହୋତ୍ସବ–୨୦୨୫ ଉଦଯାପିତ
ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।ଅନୁଷ୍ଠାନର ସଂଯୋଜିକା ଅରୁପାଞ୍ଜଳି ମହାନ୍ତି ଓ ଭୁବନେଶ୍ୱରର ପିଙ୍କି ଝା ସାଂସ୍କୃତିକ ଅଂଶକୁ ସୁନିୟୋଜିତ ଭାବେ ପରିଚାଳନା କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଡି. ମୋହନ ରାଓ, ବାଳକୃଷ୍ଣ ପାଣିଗ୍ରାହୀ , ବ୍ରଜରାଜ ବେହେରା , ରଶ୍ମିତା ପଣ୍ଡା , କଲ୍ୟାଣୀ ପୂଜାରୀ , ଜୟନ୍ତୀ ପାଣିଗ୍ରାହୀ , ରାଜେଶ ପାତ୍ର , ବିଷ୍ଣୁ ପଣ୍ଡା ଓ ନିଶିଗନ୍ଧା ପୂଜାରୀ ପରିଚାଳନା ରେ ସହଯୋଗ କରିଥିଲେ।
Related Content
ସୋଲାର ପ୍ୟାନେଲ ଲଗାଇବା ଆଳରେ ଠକେଇ ଦୁଇବର୍ଷ ସଶ୍ରମ କାରାଦଣ୍ଡ ମାତ୍ର ଚାରି ମାସରେ ଆସିଲା ଚୂଡାନ୍ତ ରାୟ
by
Proprietor Abhimanyu Maharana
October 16, 2026
ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ଅଧିକାର, ନ୍ୟାୟ ଓ ସଚେତନତା ପାଇଁ କାମ କରିବାକୁ ନେଇ ମାନବାଧିକାର କର୍ମକର୍ତ୍ତାଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
October 16, 2026
ଆଇଟିଆଇ କଲେଜରେ ପ୍ରବେଶ କରିବାରେ କଟକଣା ଜାରି କରି ମୁଖ୍ୟ ଫାଟକରେ ତାଲା ପକାଉ ଥିବା ଘଟଣା ନେଇ ଗତ ୧୫ ଦିନ ଧରି ପାଠପଢାରୁ ବଞ୍ଚିତ
by
Proprietor Abhimanyu Maharana
October 16, 2026
ବିଫଳତା ହିଁ ସଫଳତାର ପ୍ରଥମ ପାହାଚ : ଡ. କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 16, 2026
ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଇତିହାସ ...
by
Proprietor Abhimanyu Maharana
October 16, 2026
ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର
by
Proprietor Abhimanyu Maharana
October 15, 2026