ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋ ସେବା ସଂଘ ଟ୍ରଷ୍ଟ ର ସଭାପତି ମନୋଜ ଚିନାଗୁନଙ୍କ ନେତୃତ୍ୱରେ ଗୋପାଷ୍ଟମୀ ଉପଲକ୍ଷେ ଆଜି ସକାଳେ ଗୋପାଷ୍ଟମୀ କାମଧେନୁ ଯଜ୍ଞ ହେତୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳସ ଯାତ୍ରା କଣ୍ଟାବାଞ୍ଜି ଗାୟତ୍ରୀ ମନ୍ଦିରରୁ ଆରମ୍ଭ ହୋଇ ମୁଖ୍ୟ ରାସ୍ତା ଦେଇ ୪ ନମ୍ବର ରୋଡ ପୁରୁଣା ଗୁଜୁରାତି କାଠ ମିଲ କୁ ପହଞ୍ଚି କଳସ ଯାତ୍ରା ସମ୍ପନ୍ନ ହୋଇଥିଲା । ଏହି କଳସ ଯାତ୍ରାରେ ଗୋ ସେବା ସଙ୍ଘ ସମ୍ପାଦକ ରଘୁନାଥ ବଞ୍ଛାର୍ ସଦସ୍ୟ ନନ୍ଦନି ପାଣ୍ଡେ,
