ବେଆଇନ ରନ୍ଧାମଦକୁ ବିରୋଧ କରି ରାଜରାସ୍ତାକୁ ମହିଳାମାନେ ଆସିବା ପରେ ଚେଇଁ ଉଠିଲା ପୋଲିସ ଓ ଅବକାରୀ ବିଭାଗ

ଏହାକୁ ଭିତ୍ତି କରି ଗତକାଲି ଉଭୟ ପୋଲିସ ଓ ଅବକାରୀ ଟିମ ଜଙ୍ଗଲ ଓ ଘର ପଛ ପଟେ ଚଢାଉ କରି ଚୁଲ୍ଲି ଭାଙ୍ଗିବା ସହ ଦେଶୀ ରନ୍ଧାମଦ ଓ ପୋଚ ଜବତ କରି ସେଗୁଡିକୁ ସମ୍ପୂର୍ଣ ଭାବେ ନଷ୍ଟ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଖବର ଲେଖିବା ସୁଦ୍ଧା କେହି ଗିରଫ ହୋଇ ନାହାନ୍ତି. । ଏହି ଚଢ଼ାଉ ଓ ଅନୁଧ୍ୟାନ ଜାରି ରହିଥିବାରୁ ପୋଲିସ ଓ ଅବକାରୀ ତରଫରୁ ଗିରଫ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।
Related Content
ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ : ସମନ୍ୱୟ ସମିତି
by
Proprietor Abhimanyu Maharana
August 30, 2026
ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
by
Proprietor Abhimanyu Maharana
August 30, 2026
ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
by
Proprietor Abhimanyu Maharana
August 30, 2026
ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ
by
Proprietor Abhimanyu Maharana
August 30, 2026
ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ
by
Proprietor Abhimanyu Maharana
August 30, 2026
ଏମ୍ଏମ୍ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ - ଅରୁଣ
by
Proprietor Abhimanyu Maharana
August 30, 2026