ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଂଘ , ଭୁବନେଶ୍ୱର ଡ଼ିଭିଜନ ପକ୍ଷରୁ ଏକ ସାମ୍ବିଧାନିକ ସମ୍ମିଳନୀ ତଥା ପଞ୍ଚମ ବାର୍ଷିକ ସାଧାରଣ ବୈଠକ ଓ କାର୍ଯ୍ୟ ନିର୍ବାହୀ କମିଟି ନିର୍ବାଚନ ଭୁବନେଶ୍ୱର ସ୍ଥିତ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

