ପୁରୁଣା ରୋଗରେ ପୀଡ଼ିତଥିବା ଛାତ୍ରର ମୃତ୍ୟୁ

ସେଠାରୁ ରାଜେନ୍ଦ୍ର ଘରକୁ ଖୁସି ମନରେ ଫେରିଥିଲା ସେହି ଦିନ ରାତ୍ର ୩ଘଣ୍ଟିକା ସମୟରେ ରାଜେନ୍ଦ୍ରର ଛାତି ଓ ପେଟ କାଟିବାରୁ ତାକୁ ସରକାରୀ ରାଜସୁନାଖଳା ଡାକ୍ତର ଖାନାକୁ ନିଆ ଯାଇଥିଲା l ରାଜେନ୍ଦ୍ରର ଅବସ୍ଥା ଉଦବେଗ ଜନକ ହେବାରୁ ତା’ର ଆଶୁ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ସରକାରୀ ଡାକ୍ତର ଖାନାକୁ ନିଆଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା l
Related Content
ସାମ୍ବାଦିକ ମଳୟ ମଲ୍ଲିକଙ୍କ ପତ୍ନୀ ରଶ୍ମିରେଖାଙ୍କ ଅକାଳ ବିୟୋଗ
by
Proprietor Abhimanyu Maharana
August 31, 2026
ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ : ସମନ୍ୱୟ ସମିତି
by
Proprietor Abhimanyu Maharana
August 30, 2026
ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
by
Proprietor Abhimanyu Maharana
August 30, 2026
ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
by
Proprietor Abhimanyu Maharana
August 30, 2026
ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ
by
Proprietor Abhimanyu Maharana
August 30, 2026
ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ
by
Proprietor Abhimanyu Maharana
August 30, 2026