ଷଷ୍ଠ ରାଜ୍ୟ ସ୍ତରୀୟ କ୍ୱାନ୍‍-କି-ଡୋ ପ୍ରତିଯୋଗିତାରେ ଚିଲିକା ର ବାଜି ମାତ୍

ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଚିଲିକା ବାଲୁଗାଁ ଅଞ୍ଚଳର ପ୍ରତିଯୋଗୀ ମାନେ କଟକ ଜବାହରଲାଲ ଇନ୍ ଡୋର୍ ଷ୍ଟାଡିୟମ ରେ ଅନୁଷ୍ଠିତ କ୍ୱାନ୍‍-କି-ଡୋ ଚମ୍ପିୟାନସିପ୍ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ବହୁ ପଦକ ହାସଲ କରି ସଫଳତା ଅର୍ଜନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ରୁ ପ୍ରତିନିଧିତ୍ଵ କରୁଥିବା ଏହି ବାଇଶି ଜଣିଆ ଟିମର ସିନିୟର୍ ବିଭାଗର ଶୁଭଙ୍କର ଦାସ ଗୋଟିଏ ସ୍ଵର୍ଣ୍ଣ ଗୋଟିଏ ରୈ।ପ୍ୟ,

ଅନୁଓ୍ଵାର୍ ଖାଁ ଗୋଟିଏ ରୈ।ପ୍ୟ, ଆଲୋକ ପ୍ରଧାନ ଗୋଟିଏ ସ୍ଵର୍ଣ୍ଣ ଗୋଟିଏ ରୈ।ପ୍ୟ, ଚନ୍ଦନ ଦାସ ଗୋଟିଏ ଵ୍ରୋଞ୍ଜ୍ ପଦକ ହାସଲ କରିଥିବା ବେଳେ କନିଷ୍ଠ ବାଳକ ବିଭାଗରେ ଅର୍ଣ୍ଣବ ସାମନ୍ତ ସିଂହାର ଦୁଇଟି ସ୍ଵର୍ଣ୍ଣ, ଆରିୟାନ୍ ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ, ଅନୀଶ୍ ପ୍ରଧାନ ଗୋଟିଏ ରୈ।ପ୍ୟ,ଶ୍ରେୟାଂଶ ସେନାପତି ଗୋଟିଏ ସ୍ଵର୍ଣ୍ଣ ଗୋଟିଏ ରୈ।ପ୍ର, ବିଷ୍ଣୁ ଦାସ ଗୋଟିଏ ଵ୍ରୋଞ୍ଜ୍, ରେୟାଂଶ ନାୟକ ଗୋଟିଏ ସ୍ଵର୍ଣ୍ଣ ନିଶାନ୍ ପାତ୍ର ଗୋଟିଏ ରୈ।ପ୍ୟ, ସ୍ଵାଧୀନ ଘଟୁଆଲୀ ଗୋଟିଏ ରୈ।ପ୍ୟ, ଅନିମେଷ ସର୍ଦାର ଦୁଇଟି ରୈ।ପ୍ୟ, ଶୁଭ୍ରାଂଶୁଚୈ ।

ଧୁରୀ ଗୋଟିଏ ରୈ।ପ୍ୟ, ଗୋଟିଏ ଵ୍ରୋଞ୍ଜ୍ ସାଇପ୍ରସାଦ ଦଳାଇ ଗୋଟିଏ ରୈ।ପ୍ୟ ଓ ଆଦର୍ଶ ସାହୁ ଗୋଟିଏ ଵ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ସେହିପରି ବାଳିକା ବିଭାଗ ରେ ଆକୃତି ପାଇକରାୟ ଗୋଟିଏ ସ୍ଵର୍ଣ୍ଣ ଗୋଟିଏ ରୈ।ପ୍ୟ, ତନିଷ୍କା ସେନାପତି ଗୋଟିଏ ରୈ।ପ୍ୟ ଗୋଟିଏ ଵ୍ରୋଞ୍ଜ୍, ଭାଗ୍ୟ ଲକ୍ଷ୍ମୀ ପ୍ରଧାନ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୈ।ପ୍ୟ, ରାଜଲକ୍ଷ୍ମୀ ପ୍ରଧାନ ଗୋଟିଏ ସ୍ବର୍ଣ୍ଣ ଗୋଟିଏ ରୈ।ପ୍ୟ, ଲିଜା ଦଳେଇ ଗୋଟିଏ ସ୍ଵର୍ଣ୍ଣ ଓ ଦେବସ୍ମିତା ମଣ୍ଡଳ ଗୋଟିଏ ରୈ।ପ୍ୟ ପଦକ ହାସଲ କରିବାର ଗୈ।ରବ ହାସଲ କରିପାରିଛନ୍ତି । ଏମାନଙ୍କ ର ପ୍ରଶିକ୍ଷକ ଥିଲେ ସୈ।ମ୍ୟ ରଞ୍ଜନ ନାୟକ ଓ ଟିମ୍ ମ୍ୟାନେଜର ଥିଲେ ବିକାଶ ଦାସ ଓ ଅନ୍ଓ୍ଵାର ଖାଁ ।

Exit mobile version