
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ମା’ ଶ୍ୟାମାକାଳୀଙ୍କ ପୂଜା ମହୋତ୍ସବବେଶ୍ ଧୁମ୍ ଧାମରେ ପାଳିତ ହୋଇଛି । ଚଳିତ ବର୍ଷ ମା ଶ୍ୟାମାକାଳୀ ଙ୍କ ପୂଜା ପାଳିତ ହୋଇଯାଇଛି l ଦୀର୍ଘ ୫୬ ବର୍ଷ ଧରି ମା ଙ୍କ ପୂଜା ମଣ୍ଡପ ରେ କାଳୀ ପୂଜା ଅନୁଷ୍ଠିତ ହୋଇଥାଏ ।

