
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆଲୋକର ପର୍ବ ଦୀପାବଳି । ରଣପୁର ଜଗନ୍ନାଥ ମନ୍ଦିରରେ ଦୀପାବଳି ଧୁମ୍ ଧାମରେ ପାଳିତ ହୋଇ ଯାଇଛି । ସେହିପରି ରଣପୁର ଅଞ୍ଚଳ ବେଶ୍ ଉତ୍ସବ ମୁଖର ଥିବା ବେଳେ ସନ୍ଧ୍ୟା ସମୟରୁ ରାତ୍ରି ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

