ବିରିଡି ଅଞ୍ଚଳରେ ଶ୍ୟାମାକାଳୀ ପୂଜା ଓ ଦୀପାବଳି ଉଚ୍ଛବ ପାଳିତ

ଦିବସ ସାରା ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଏହି ପୂଜା ଦେଖିବାଲାଗି ଭିଡ ଜମିଥିଲା l ରାତ୍ରରେ ସବୁ ପରିବାର ପକ୍ଷରୁ ବଡ ବଡୁଆଙ୍କୁ ଆବାହନ କରିବାସହ ଶ୍ରାଦ୍ଧ ପକାଯାଇ କାଉଁରିଆ କାଠି ଜଳାଯାଇ ବଡ଼ବଡ଼ୁଆ ଙ୍କୁ ଡକାଯାଇଥିଲା l ଘରେ ଓ ବାହାରେ ଦୀପ ଓ ଆଲୋକ ସଜାଯାଇ ବାଣ ଫୁଟାଯାଇଥିଲା l
- Categories: ଓଡ଼ିଶା, ଜଗତସିଂହପୁର, ହୋମ୍
Related Content
ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍
by
Proprietor Abhimanyu Maharana
October 18, 2026
ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା
by
Proprietor Abhimanyu Maharana
October 18, 2026
ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ
by
Proprietor Abhimanyu Maharana
October 18, 2026
ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ପରଲୋକ
by
Proprietor Abhimanyu Maharana
October 17, 2026
ଗୋସାଇଁନୂଆଗାଁ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧାଳୁଙ୍କ ପାଇଁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା
by
Proprietor Abhimanyu Maharana
October 17, 2026
ବିକାଶ ଅପେକ୍ଷାରେ ମା ''ରୁଦ୍ରାୟଣୀ ପୀଠ
by
Proprietor Abhimanyu Maharana
October 17, 2026