Home ଓଡ଼ିଶା ରାଷ୍ଟ୍ରୀୟ ପୋଷଣ ମାସ ପାଳିତ : ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଜନ ସଚେତନତା by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :– ରାଷ୍ଟ୍ରୀୟ ପୋଷଣ ମାସ ଅବସରରରେ ବାଲିଗୁଡ଼ା ବ୍ଲକ୍ ର ସମନ୍ୱିତ ଶିଶୁ ବିକାଶ ଅଧିକାରୀ କ୍ରୀଷ୍ଣା ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ସୁପରଭାଇଜର ମଞ୍ଜୁଲତା ବେହେରା, ସଂଯୁକ୍ତା ବେହେରା ଙ୍କ ନେତୃତ୍ବ ରେ ଖମନଖୋଲ, ବାରଖମା, ବାଟାଗୁଡା, ସୂଡ୍ରା, ବୁଦ୍ର୍ତୃକିଆ, ବାଲିଗୁଡ଼ା, ସେକ୍ଟର ଏବଂ କ.ନୂଆଗାଁ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସୋନିଆ ହେମ୍ବ୍ରମ ଙ୍କ ନିର୍ଦ୍ଦେଶ କ୍ରମେ ସୁପର ଭାଇଜର ଅରୁନ୍ଧତି ନାୟକ, ବିଷ୍ଣୁ ପ୍ରିୟା ସାହୁ, ମଧୁମିତା ସେଠୀ, ରିତାଞ୍ଜଳି ପଟ୍ଟନାୟକ, ବିନୋଦ ଦିଗାଲ, ଯୋଗେଶ ବଳିୟାର ସିଂ ଙ୍କ ନେତୃତ୍ବ ରେ କ ନୂଆଗାଁ ବ୍ଲକ୍ ର ଗୁଞ୍ଜିବାଡି, କେଲେମା, କ ନୂଆଗାଁ, ସିର୍ତ୍ତିଗୁଡ଼ା, ମହlସିଙ୍ଗ, ସାରଂଗଡ, ସେକ୍ଟର ରେ ଶିଶୁ ଓ ମାଆ ର ଉପଯୁକ୍ତ ପୋଷଣ ଏବଂ ମେଦବହୁଳତା ରୋଗ ର ନିରାକରଣ ପାଇଁ ତେଲ ଓ ମସଲା ଯୁକ୍ତ ଲବଣ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହି କମ୍ ଚିନି, ଲବଣଯୁକ୍ତ ଖାଦ୍ୟ ଫାଷ୍ଟ ଫୁଡ୍ ଖାଦ୍ୟ ରୁ ନିବୃତ୍ତ ରହି ବାଡି ବଗିଚାର ତଟକା ପନିପରିବା ଶାଗ କ୍ଷୀର ଭଳି ସୁଷମ ଖାଦ୍ୟ ବ୍ୟବହାର ପାଇଁ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ବ ରେ କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳକାର ମାନେ ଗୀତ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମ ରେ ନିଖୁଣ ଅଭିନୟ କରି ଜନ ସଚେତନର ବାର୍ତ୍ତା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ଆଶା କର୍ମୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି by Proprietor Abhimanyu Maharana July 10, 2026 ବିଶ୍ୱାସ କଲେଜ ଅଫ୍ ନର୍ସିଙ୍ଗ ପକ୍ଷରୁ ପୂଜ୍ୟ ସ୍ୱାମୀଜୀ ଶ୍ରୀ ସଦାନନ୍ଦ ସରସ୍ୱତୀଜୀଙ୍କୁ ସାଦର ସ୍ୱାଗତ ଜଣାଯାଇଥିଲା by Proprietor Abhimanyu Maharana July 9, 2026 ଦଧିଚି କଲେଜ ଅଫ୍ ଫାର୍ମାସି ପକ୍ଷରୁ AI ଉପରେ କର୍ମଶାଳା ଆୟୋଜିତ by Proprietor Abhimanyu Maharana July 9, 2026 ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ବଡ଼ ଖୁଲାସା , ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ by Proprietor Abhimanyu Maharana July 9, 2026 ଗୋସେବାରୁ ଆରମ୍ଭ ହେଲା ଦଶମ ବାର୍ଷିକ ସେବା ମହୋତ୍ସବ by Proprietor Abhimanyu Maharana July 9, 2026 ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ by Proprietor Abhimanyu Maharana July 9, 2026