ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବୁଧବାର ଦିନ ସ୍ଥାନୀୟ ହରିଭବନ ଠାରେ ପ୍ରେସ କ୍ଲବ ପକ୍ଷରୁ ଟିଟିଲାଗଡ ଏସସିଡି ଚକ୍ଷୁ ଡାକ୍ତରଖାନା ସହଯୋଗରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି ।ସ୍ୱର୍ଗୀୟ କିଶନ ଅଗ୍ରୱାଲ ଙ୍କ ସ୍ମୃତି ରେ ତାଙ୍କ ପରିବାର ବର୍ଗ ଙ୍କ ସହଯୋଗ ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନଗରପାଲ ବରୀୟାମ ସିଂହ ସାଲୁଜା, ସମ୍ମାନୀତ ଅତିଥି ଭାବେ କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟ ସମ୍ପାଦକ ସନ୍ତୋଷ ଅଗ୍ରୱାଲ,
ଓକିଲ ସଂଘ କଣ୍ଟାବାଞ୍ଜି ସଭାପତି ପ୍ରଫୁଲ୍ଲ କୁମାର ନାୟକ,
