ବ୍ଲୁହୁଇଲ୍ ନର୍ସିଂ କଲେଜ ପରିସରରେ ଆଣ୍ଟି ରୟାରିଙ୍ଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହା ସହ ରାସ୍ତା ଘାଟ ବଜାର ଓ ଗାଁ ଗଣ୍ଡା ରେ ଛାତ୍ରୀ ମାନଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ ପୋଲିସ ର ସହାୟତା ନେଈ ପାରିବେ ସେ ନେଇ ସଚେତନ କରାଇଥିଲେ । ନୂତନ ଭାରତୀୟ ନ୍ୟାୟ ସହନିତା ରେ କିଶୋର କିଶୋରୀ ମାନଙ୍କୁ ସହାୟତା ପାଇଁ ଯେଉଁଭଳି ଆଇନ ର ବ୍ୟବସ୍ତା ରହିଛି ସେ ସମ୍ପର୍କରେ ସଚେତନ କରାଇଥିଲେ ଦୁଇ ପୋଲିସ ଅଧିକାରୀ । ଏହି କାର୍ଯ୍ୟକ୍ରମ ରେ ବ୍ଲୁ ହୁଇଲ ନର୍ସିଙ୍ଗ କଲେଜର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
Related Content
ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 3, 2026
ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ
by
Proprietor Abhimanyu Maharana
October 3, 2026
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 2, 2026
ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 2, 2026
ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ
by
Proprietor Abhimanyu Maharana
October 2, 2026
ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ
by
Proprietor Abhimanyu Maharana
October 2, 2026