ରାଜସୁନାଖଳା ମହାବିଦ୍ୟାଳୟରୁ ବିଦ୍ୟୁତ ଚୋରି କରୁଛନ୍ତି ସରକାରୀ ଅଧ୍ୟାପକ
ଏହି ବାବଦରେ ଉଠିଥିବା ବିଦ୍ୟତୁ ବିଲ କୁ ଭରଣ କିଏ କରିବ ସରକାର ନା ମହାବିଦ୍ୟାଳୟ? ଏଭଳି ଆହୁରି ମଧ୍ୟ ମହାବିଦ୍ୟାଳୟରେ କାର ସହିତ ଅନେକ ପ୍ରାଇଭେଟ ଗାଡିକୁ ସରକାରୀ କର୍ମଚାରୀ ତଥା ଅଧ୍ୟାପକ ଓ ଅଧ୍ୟାପିକାମାନେ ଚାର୍ଜ ବସାଇ ସରକାରୀ ବିଦ୍ୟୁତକୁ ଅପଚୟ କରୁଛନ୍ତି l ସରକାର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପ୍ରତି ମାସରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦରମା ଦେଉଛନ୍ତି l ତଥାପି ସେ ପଇସାକୁ ଖର୍ଚ୍ଚ ନକରି ମହାବିଦ୍ୟାଳୟର ଏବଂ ସରକାରଙ୍କ ବିଦ୍ୟୁତକୁ ଚୋରି କରୁଛନ୍ତି ଅଧ୍ୟାପକମାନେ l
- Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍
Related Content
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ
by
Proprietor Abhimanyu Maharana
June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା' ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା
by
Proprietor Abhimanyu Maharana
June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ
by
Proprietor Abhimanyu Maharana
June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ
by
Proprietor Abhimanyu Maharana
June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା
by
Proprietor Abhimanyu Maharana
June 23, 2026
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି
by
Proprietor Abhimanyu Maharana
June 22, 2026