Home ଓଡ଼ିଶା କିଭଳି ମାନବ ଅଧିକାର ରକ୍ଷକ ଜରିଆରେ ନ୍ୟାୟ ମିଳିପାରିବ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଜିଲ୍ଲା ମାନବ ଅଧିକାର ରକ୍ଷକ ତରଫରୁ ଏକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଆୟୋଜନ ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିଲା l ଏଥିରେ ରାଜ୍ଯ ମୁଖ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଜିଲାର ସରକାରୀ ବେସରକାରୀ ଓ ବିଭିନ୍ନ ସ୍ତରରେ ଅବହେଳିତ ହୋଇଥିବା ଅସହାୟ,ନିରୀହ,ସରଳ, ନିଷ୍ପେସିତ ପୀଡିତ ଲୋକମାନେ ନିଜର ନ୍ୟାୟ ପାଇଁ ଦୀର୍ଘଦିନ ଧରି ଲଢେଇ ଜାରି ରଖି ମଧ୍ଯ କୌଣସି ସୁଫଳ ନପାଇ ବୟସର ଅପରାହ୍ନରେ ଜୀବନ ଅତିବାହିତ କରୁଛନ୍ତି l ସେମାନଙ୍କୁ କିଭଳି ମାନବ ଅଧିକାର ରକ୍ଷକ ଜରିଆରେ ନ୍ୟାୟ ମିଳିପାରିବ ସେ ବିଷୟରେ ଜିଲାର ବିଭିନ୍ନ ପଦବୀରେ ଥିବା କର୍ମଚାରୀଙ୍କୁ ଉଦବୋଧନ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ସଭାରେ ଜିଲା ସଭାପତି ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଦାସ,ଉପସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଦାସ,ପ୍ରଦୀପ କୁମାର ଜେନା ଓ ପୂର୍ଣ୍ଣ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା by Proprietor Abhimanyu Maharana July 10, 2026 Chakradhara Mallik Foundation hosts Pitha Competition in USA by Proprietor Abhimanyu Maharana July 10, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ by Proprietor Abhimanyu Maharana July 10, 2026 କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି by Proprietor Abhimanyu Maharana July 10, 2026 ବିଶ୍ୱାସ କଲେଜ ଅଫ୍ ନର୍ସିଙ୍ଗ ପକ୍ଷରୁ ପୂଜ୍ୟ ସ୍ୱାମୀଜୀ ଶ୍ରୀ ସଦାନନ୍ଦ ସରସ୍ୱତୀଜୀଙ୍କୁ ସାଦର ସ୍ୱାଗତ ଜଣାଯାଇଥିଲା by Proprietor Abhimanyu Maharana July 9, 2026 ଦଧିଚି କଲେଜ ଅଫ୍ ଫାର୍ମାସି ପକ୍ଷରୁ AI ଉପରେ କର୍ମଶାଳା ଆୟୋଜିତ by Proprietor Abhimanyu Maharana July 9, 2026