ଓଡ଼ିଶା ହେମାଟୋଲୋଜିର ୧୫ତମ ବାର୍ଷିକ ସମ୍ମିଳନୀ ୨୦୨୫ ଅକ୍ଟୋବର ୧୧ ଓ ୧୨ ତାରିଖରେ ମେଫେୟାର କନ୍ଭେନସନ ସେଣ୍ଟର, ଭୁବନେଶ୍ୱରରେ

ଓଡ଼ିଶା ସମଗ୍ର ରାଷ୍ଟ୍ରରେ ଜାତୀୟ ସିକଲ୍ ସେଲ ନିରାକରଣ କାର୍ଯ୍ୟକ୍ରମ ସମୟରେ ସର୍ବାଧିକ ସଂଖ୍ୟକ ସିକଲ ସେଲ୍ ରୋଗରେ ଆକ୍ରାନ୍ତ (ଓଡ଼ିଶା ଜନସଂଖ୍ୟାର ବୟସ୍କ: ୨.୨%, ନାବାଳକ: ୮.୫%) ଭାବରେ ରେକର୍ଡ କରାଯାଇଥିଲା । ଥାଲାସେମିଆ ଏବଂ ଏଚ୍ବି ଇ ଭଳି ଅନ୍ୟ ପ୍ରକାରର ରୋଗକୁ ମିଶାଇଲେ ଓଡ଼ିଶା ଜନସଂଖ୍ୟାର ୧୫% ଏହି ଗୁଣସୂତ୍ର ରକ୍ତଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି, ଯାହା ରାଜ୍ୟ ଉପରେ ବିପୁଳ ସାମାଜିକ-ଅର୍ଥନୈତିକ ବୋଝ ପକାଉଛି ।
Related Content
ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 3, 2026
ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ
by
Proprietor Abhimanyu Maharana
October 3, 2026
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 2, 2026
ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 2, 2026
ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ
by
Proprietor Abhimanyu Maharana
October 2, 2026
ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ
by
Proprietor Abhimanyu Maharana
October 2, 2026