Home ଓଡ଼ିଶା ଗଣକବି ବୈଷ୍ଣବ ପାଣି ଜୟନ୍ତୀ ପାଳନ ଅବସରରେ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ମାହାଙ୍ଗା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜୟପୁର ସ୍ଥିତ ଭଳିଦାସପୁର ଛକ ରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୂର୍ବତନ ମନ୍ତ୍ରୀ ତଥା ବିରୋଦଦଳ ର ଉପସଭାପତି ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ , ସଂଜୟ ଦାସ ବର୍ମା , ମାହାଙ୍ଗା ବ୍ଲକ ର ଅଧକ୍ଷା ଦୀପା ମଲ୍ଲିକ , ଉପାଧ୍ୟକ୍ଷ ସତ୍ୟ ନାରାୟନ ମହାନ୍ତି , ବ୍ଲକ୍ ସଭାପତି ରାଜ କିଶୋର ଜେନା , ସମସ୍ତ ଜିଲ୍ଲା ପରିଷଧ ସଭ୍ୟ , ଦଳୀୟ କର୍ମୀ ,ମୂରବୀ , ଯୁବ , ଛାତ୍ର ଓ ମହିଳା ମାନେ ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଦେଇଥିଲେ । ତା ପରେ ବଡ଼ ବାଇକ୍ ରାଲି ପଟୁଆରରେ ଭଳିଦାସ ପୁର ଠାରୁ କୋଠପଦା ବଜାର ଠାରେ ଆସି ପହଞ୍ଚିଥିଲେ । ସେଠାରେ ଗଣକବି ବୈଷ୍ଣବ ପାଣି ଙ୍କ ଉପରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଓ ବରିଷ୍ଟ ନେତା ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମା ପୁଷ୍ପ ମାଲ୍ୟ ଦେଇଥିଲେ ।ତା ପରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ମହୋଦୟ ଗଣକବି ଙ୍କ ବିଷୟ ରେ ଦୁଇପଦ କହିଥିଲେ । ଗଣକବି ବୈଷ୍ଣବ ପାଣି ହେଉଛନ୍ତି ଏକା ଧାରରେ ଗୋଟେ ସାହିତ୍ୟିକ , କବି ଓ ସେ ଜଣେ ଲେଖକ ମଧ୍ଯ ଥିଲେ । ବୈଷ୍ଣବ ପାଣି ନିଶା ବହୁତ୍ ବିରୋଧ କରୁଥିଲେ । ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମା ମଧ୍ଯ ଦୁଇ ପଦ ବୈଷ୍ଣବ ପାଣି ଙ୍କ ଉପରେ କହିଥିଲେ । ତା ପରେ ସଭା ସାଙ୍ଗ ହେଇ ଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର by Proprietor Abhimanyu Maharana July 10, 2026 ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର by Proprietor Abhimanyu Maharana July 10, 2026 ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା by Proprietor Abhimanyu Maharana July 10, 2026 Chakradhara Mallik Foundation hosts Pitha Competition in USA by Proprietor Abhimanyu Maharana July 10, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ by Proprietor Abhimanyu Maharana July 10, 2026 କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି by Proprietor Abhimanyu Maharana July 10, 2026