ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀ ଶ୍ରୀ ମହାମାୟୀ ଗଜଲଷ୍ମୀ ପୂଜା କମିଟି ପକ୍ଷ ରୁ ଚଳିତ ବର୍ଷ ୧୮ ତମ ଗଜଲକ୍ଷ୍ମୀ ପୂଜା ଧୂମଧାମ ରେ ଆରମ୍ଭ ହୋଇଛି | ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ତିନିଦିନ ସୁନେଲି ସନ୍ଧ୍ୟା ରେ ସୃତି ମଧୁର ମେଲୋଡି ପରିବେଷଣ କରାଯିବ | ୧୦ ତାରିଖ ଶୁକ୍ରବାର ସନ୍ଧ୍ୟା ରେ ମଣ୍ଟୁ ଛୁରିଆ ଓ ଗ୍ରୁପ ଦ୍ୱାରା ଗୀତ ବାହାର ସୁମଧୁର ସଂଗୀତ ପରିବେଷଣ କରିବେ |
