Home ଓଡ଼ିଶା ଗୋବରୀ ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧ ଜଣକ ନିଖୋଜ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଗୋବରୀ ନଦୀରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ମିଳିତ ତଲାସୀ ଜାରି , ଗୋବରୀ ପାଣିରେ ନିଖୋଜ ର 36 ଘଣ୍ଟା ପରେ ବି ମିଳୁନି ବୃଦ୍ଧ ଶଙ୍କର୍ଷଣ ଙ୍କ ପତ୍ତା, ମାହାଙ୍ଗା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶୁକ୍ରବାରରାତି -୧୨ ଟା ରେ ଗୋବରୀ ନଦୀକୁ ସ୍ୱଚ୍ଛ ହେବା ପାଇଁ ଯାଇ ଜଣେ 82 ବର୍ଷୀୟ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି । ଖବର ଅନୁଯାଇ ଜଳସ୍ୱରପୁର ପଞ୍ଚାୟଗ ଗଙ୍ଗାପୁରା ଗ୍ରାମର ବୃଦ୍ଧ ସଂକର୍ଷଣ ଦାସ ଗତକାଲି ରାତି12 ଟା ସମୟରେ ଘର ନିକଟସ୍ଥ ଗୋବରୀ ନଦୀକୁ ସ୍ଵଚ ହେବା ପାଇଁ ଯାଇଥିଲେ । ପରେ ପରିବାର ଲୋକ ଓ ସାଇ ପଡିଶା ବହୁ ଖୋଜାଖୋଜି କରିଥିଲେବି ତାଙ୍କର କୌଣସି ପତ୍ତା ପାଇ ନଥିଲେ । ଖବର ପାଇ କୁଅଁପାଳ ଦମକଳ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ସକାଳୁ ପହଂଚି ବୋଟ ଜରିଆରେ ନଦୀରେ ଖୋଜା ଖୋଜି କରିଥିଲେ । ବଡ଼ ଦୁଃଖଦ ଘଟଣା ଆଜିସୁଦ୍ଧା -୩୦/୩୫ ଘଣ୍ଟା ବିତି ଗଲାଣି ଓଡ୍ରାଫ୍ ଟିମ୍ ଆସିପାରିଲା ନାହିଁ କି ବୃଦ୍ଧା ଜଣଙ୍କର ଖବର ମିଳିଲା ନାହିଁ । Categories: ଓଡ଼ିଶା, କଟକ, ହୋମ୍ Related Content ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍ ମଧ୍ୟରେ ଶିଳ୍ପ ସହଭାଗିତା by Proprietor Abhimanyu Maharana July 27, 2026 CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies by Proprietor Abhimanyu Maharana July 27, 2026 ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana July 27, 2026 ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା by Proprietor Abhimanyu Maharana July 27, 2026 ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା - ଜ୍ୟୋତିର୍ମୟୀ ନାୟକ by Proprietor Abhimanyu Maharana July 26, 2026 ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ by Proprietor Abhimanyu Maharana July 26, 2026