ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଲଘୁଚାପ ଜନିତ ବର୍ଷା ବିପ୍ତାତ ଜିଲ୍ଲାର ଅନେକ ସ୍ଥାନରେ ଭୁସ୍ଖଳନ ହେବା ସହ ରାସ୍ତା ଘାଟ ପୋଲ ଧୋଇ ହୋ ଉଁଇ ଯାତାୟତ ବାଧାପ୍ରାପ୍ତ ହେବା ସହ ଗଜପତି ଜିଲ୍ଲାରେ ବିଶେଷ କ୍ଷତି ଘଟିଛି । ଏହାର ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ତ୍ରୀ ବିଭୁତି ଜେନା ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଥିବା ଲକ୍ଷ୍ୟ କରାଯାଇଛି. ବର୍ଷା ପାଣି ପଶି ଧନ ଜୀବନ ନଷ୍ଟ ହୋଇଛି । ଜିଲ୍ଲାର ରାୟଗଡ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ ଧସି ପାଣି ମାଡି ଆସିବାରୁ ଦୁଇ ଜଣ 3 ଦିନ ହେଲା ନିଖୋଜ ଅଛନ୍ତି ।
