ଅଜଣା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ସ୍ଥିତ ୫୯ ନଂ. ଜାତୀୟ ରାଜପଥ କଡ଼ରେ ଥ‌ିବା ହୋଣ୍ଡା ସୋ ରୁମ୍ ନିକଟସ୍ଥ ସୁବୋଧ ଆନନ୍ଦ ସାହୁଙ୍କ ଘର ଆଗରୁ ଜଣେ ବୃଦ୍ଧାଙ୍କ ମୃତଦେହ ଠାବ କରିଛି ବାଲିଗୁଡା ପୋଲିସ l

ମୃତ ବୃଦ୍ଧାଙ୍କ ପରିଚୟ ମିଳିନ ଥିବା ବେଳେ ମୃତ୍ୟୁର କାରଣ ଅସ୍ପୃଷ୍ଟ ରହିଛି l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

Exit mobile version