ଆର,ଉୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଆଜି ପବଳ ବର୍ଷା ଯୋଗୁ ଗଜପତି ଜିଲ୍ଲା ଆର.ଉଦୟଗିରୀ ଅଞ୍ଚଳରେ ପ୍ରବଳ ବର୍ଷା । ପଟ୍ଟନାୟକ କୋଲନିରେ ଶଙ୍ଖ ନଦୀର ବନ୍ୟା ପାଣି କଲୋନୀ ଭିତରେ ପଶି ଯାଇଛି l ଘରେ ଘରେ ବନ୍ୟା ପାଣି ପଶିି ଯିବା ସହ ସାହି ଦାଣ୍ଡରେ ଥିବା କାର ଗୁଡ଼ିକ ବୁଡି ଯାଇଛି l ସେପଟ ପୋଲ ଉପରେ ଫୁଟେ ଉଚ୍ଚର ପାଣି ପ୍ରବାହିତ ହେଉଛି ।
