୭ମ କଣ୍ଟାବାଞ୍ଜି ଲୋକ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଲୋକ ମହୋତ୍ସବ ର ପୂର୍ବତନ ସମ୍ପାଦକ ଚିନ୍ମୟ ଯୋଷୀ ଙ୍କ ଆହ୍ବାନ ଏବଂ ଅମରଚନ୍ଦ ଶର୍ମାଙ୍କ ସଭାପତିତ୍ବରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ୭ମ ଲୋକ ମହୋତ୍ସବ ର ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ଲୋକ ମହୋତ୍ସବ ର ସମସ୍ତ ଅଭିଜ୍ଞ, ଯୁବାବର୍ଗ ଏବଂ ମୂଳ ସଦସ୍ୟ, ପ୍ରତିଷ୍ଠାତା ତଥା କାର୍ଯ୍ୟକର୍ତ୍ତା ଙ୍କ ଲୋକ ମହୋତ୍ସବ ର ଆୟୋଜନ ପ୍ରତି ଆଗ୍ରହ କୁ ଅଣଦେଖା ନ କରି ଏହି ବୈଠକ ଆୟୋଜିତ ହୋଇଥିଲା ।

ବୈଠକରେ ଅମରଚନ୍ଦ ଶର୍ମା, ଅଜୟଦାସ, ଚିନ୍ମୟ ଯୋଷୀ, ବ୍ରଜଶ୍ୟାମ ଗୁରୁ, ଅଶୋକ ଦାସ, ସଞ୍ଜୟ ନାଥ, ଶେଷଦେବ ପୁଟେଲ, ସୁରେଶ ଆର୍ୟା, କିଶୋର ମଜଖଣ୍ଡ, ଗୁରୁଦୟାଲ ହଂସ, ଦେବରାଜ ୟାଦବ ଶେଖ ଅନବର, ଭୂବନାନନ୍ଦ ମହାନ୍ତି, ପ୍ରଭୋଜିତ ସିଂ ସାଲୁଜା, ଆଶିଷ ଖୈତାନ, ଦୁଖୀଶ୍ୟାମ ରାଏ, ଅମର ବାଗ, ରମାକାନ୍ତ ଦାସ, ଜଶପାଲ ସୁନା, ଦେବାର ବାରିକ, ଜଗମୋହନ ତାଣ୍ଡି, ୟୋଗେଶ ପନିକା ବରାହଭେଙ୍କଟ ବାଗ ସହ ଶତାଧିକ କଳାସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ । ପରବର୍ତ୍ତୀ ବୈଠକରେ ସମସ୍ତ ରୂପରେଖ ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।

କଣ୍ଟାବାଞ୍ଜି ଲୋକ ମହୋତ୍ସବ ର ପୂର୍ବତନ ସମ୍ପାଦକ ଚିନ୍ମୟ ଯୋଷୀ ଙ୍କ ଆହ୍ବାନ ଏବଂ ଅମରଚନ୍ଦ ଶର୍ମାଙ୍କ ସଭାପତିତ୍ବରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ୭ମ ଲୋକ ମହୋତ୍ସବ ର ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ଲୋକ ମହୋତ୍ସବ ର ସମସ୍ତ ଅଭିଜ୍ଞ, ଯୁବାବର୍ଗ ଏବଂ ମୂଳ ସଦସ୍ୟ, ପ୍ରତିଷ୍ଠାତା ତଥା କାର୍ଯ୍ୟକର୍ତ୍ତା ଙ୍କ ଲୋକ ମହୋତ୍ସବ ର ଆୟୋଜନ ପ୍ରତି ଆଗ୍ରହ କୁ ଅଣଦେଖା ନ କରି ଏହି ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଅମରଚନ୍ଦ ଶର୍ମା, ଅଜୟଦାସ,

ଚିନ୍ମୟ ଯୋଷୀ, ବ୍ରଜଶ୍ୟାମ ଗୁରୁ, ଅଶୋକ ଦାସ, ସଞ୍ଜୟ ନାଥ, ଶେଷଦେବ ପୁଟେଲ, ସୁରେଶ ଆର୍ୟା, କିଶୋର ମଜଖଣ୍ଡ, ଗୁରୁଦୟାଲ ହଂସ, ଦେବରାଜ ୟାଦବ ଶେଖ ଅନବର, ଭୂବନାନନ୍ଦ ମହାନ୍ତି, ପ୍ରଭୋଜିତ ସିଂ ସାଲୁଜା, ଆଶିଷ ଖୈତାନ, ଦୁଖୀଶ୍ୟାମ ରାଏ, ଅମର ବାଗ, ରମାକାନ୍ତ ଦାସ, ଜଶପାଲ ସୁନା, ଦେବାର ବାରିକ, ଜଗମୋହନ ତାଣ୍ଡି, ୟୋଗେଶ ପନିକା ବରାହଭେଙ୍କଟ ବାଗ ସହ ଶତାଧିକ କଳାସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ।ପରବର୍ତ୍ତୀ ବୈଠକରେ ସମସ୍ତ ରୂପରେଖ ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।

Exit mobile version