Home ଓଡ଼ିଶା କାଣ୍ଡଗୋଦା ଶ୍ରୀ ଶ୍ରୀ ତୃତୀୟା ଦେବ ବିଗ୍ରହଙ୍କ ବନକଲାଗି ଓ ମନ୍ଦିର ପୁନଃ ପ୍ରତିଷ୍ଠା by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭକ୍ତ ମନେଇସାହୁ ଙ୍କ ଜନ୍ମସ୍ଥାନ ବ୍ରହ୍ମଗିରି ର କାଣ୍ଡଗଦା, ଦୀର୍ଘ ୫00ବର୍ଷର ପୁରାତନ ଐତିହ୍ୟ ପୀଠ | ଏହି ମନ୍ଦିର ଭକ୍ତ ମନେଇସାହୁ ନିଜ ହସ୍ତରେ ପ୍ରତିଷ୍ଠା କରିଥିଲେ ବୋଲି କିମ୍ବଦନ୍ତୀ ଅଛି | ଏତେ ପୁରାତନ ବିଗ୍ରହ ବୋଧହୁଏ ଦେଖାଯିବା ବିରଳ. | କିଛି ଦିନ ତଳେ କାଣ୍ଡଗଦା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ଗର୍ଭ ଗୃହରେ ଭୁଲ ବଶତ ଅଗ୍ନି ସଂଯୋଗ ହୋଇ ଶ୍ରୀ ବିଗ୍ରହଙ୍କ ଅଙ୍ଗ ବସ୍ତ୍ର ପୋଡି ଯାଇଥିଲା | ଶ୍ରୀ ବିଗ୍ରହଙ୍କ କୋୖଣସି କ୍ଷତି ହୋଇ ନଥିଲା. | ପୁରୀ ଶ୍ରୀମନ୍ଦିର ମୁକ୍ତି ମଣ୍ଡପରେ ଥିବା ବିଜ୍ଞ ପଣ୍ଡିତ ଙ୍କ ଉପସ୍ଥିତରେ ଶ୍ରୀବିଗ୍ରହଙ୍କ ବନାକଲାଗି କରିବା ପାଇଁ ପରାମର୍ଶ ଦେଇଥିଲେ. | ବିଶ୍ୱ ପ୍ରସିଦ୍ଧ ରଥର ବରିଷ୍ଠ ମହାରଣା ସେବାୟତ ଶ୍ରୀ ବିଗ୍ରହଙ୍କୁ ଶ୍ରୀ ଜଗନ୍ନାଥଙ୍କ ରୂପ ରେଖ କରିଥିଲେ | ଶୁକ୍ରବାରେ ତୃତୀୟ ଦେବଙ୍କ ବନକଲାଗି ନୀତି କରାଯାଇ ମନ୍ଦିର ପୁନଃ ପ୍ରତିଷ୍ଠା କରାଯାଇଛି | କର୍ତ୍ତା ଭାବେ କାମଦେବ ରାଉତରାୟ, ମନେଇ ସାହୁ ସେବା ସଂସଦର ସଦଶ୍ୟ ଓ ଗ୍ରାମବାସୀଙ୍କ ଭକ୍ତି ସହଯୋଗରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ by Proprietor Abhimanyu Maharana June 26, 2026 Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026 ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି by Proprietor Abhimanyu Maharana June 25, 2026 ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ by Proprietor Abhimanyu Maharana June 25, 2026