ରତ୍ନଭଣ୍ଡାର ଗଣତିମଣତି ପାଇଁ ଜଗନ୍ନାଥ ସେନାର ଦାବି

ଯଦି ଗଣତିମଣତି ହେବ ନାହିଁ ତେବେ କମିଶନ ବସାଯିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା କାହିଁକି । ରତ୍ନଭଣ୍ଡାର ର ସତ୍ଯ ଘଟଣାକୁ ଲୋକଲୋଚନକୁ ଅଣାଯାଉ । କୋହିନୂର ହୀରା ଅଣାଯାଉ । ୫୨୨ ରୂପା ଇଟା ଶ୍ରୀମନ୍ଦିରକୁ ଅଣାଯାଉ । ସିଂହଦ୍ବାର ଭଗ୍ନ ଗୁମୁଟରେ ଦଶାବତାର ମୂର୍ତ୍ତି ଲଗାଯାଉ । ଏହି ସବୁ ପ୍ରଶ୍ନ ଓ ଦାବି ସରକାର ପୂରଣ ନକଲେ ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ ହେବ ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।
Related Content
TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING
by
Proprietor Abhimanyu Maharana
August 3, 2026
ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ
by
Proprietor Abhimanyu Maharana
August 3, 2026
ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ
by
Proprietor Abhimanyu Maharana
August 3, 2026
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
by
Proprietor Abhimanyu Maharana
August 3, 2026
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ
by
Proprietor Abhimanyu Maharana
August 2, 2026