Home ଓଡ଼ିଶା ରଣପୁର ବିଜ୍ଞାପିତ ଅଞ୍ଚଳ ତରଫରୁ ସ୍ବଚ୍ଛତା ହିଁ ସେବା ୨୦୨୫ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ବିଜ୍ଞାପିତ ଅଞ୍ଚଳ ତରଫରୁ ସ୍ବଚ୍ଛତା ହିଁ ସେବା ୨୦୨୫ ଶୁଭାରମ୍ଭ ହୋଇଛି । ସକାଳୁ ସଫେଇ କାର୍ଯକ୍ରମ ଶେଷ କରି ମା ପାଇଁ ଗଛ ଟିଏ କାର୍ଯକ୍ରମ ରେ ୩୦୦ ରୁ ଅଧିକ ବୃକ୍ଷ ରୋପଣକରା ଯାଇଥିଲା । ଅପରାହଣ ରେ ସମସ୍ତ ସଫେଉ କର୍ମଚାରୀ ମଣିନାଗ କଲ୍ଯାଣୀ ମଣ୍ଡପ ଠାରେ ଏକତ୍ର ହୋଇ ଆସନ୍ତା ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଚାଲି ବାକୁଥିବା ଉକ୍ତ ସଫେଇକାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା ରେ ଅଂଶ ଗ୍ରହଣ କରି ଶପଥ ପାଠ କରି ଥିଲେ । ଏଥିରେ NAC ର ଅଧକ୍ଷ୍ୟା ଶ୍ରୀମତୀ ରଙ୍ଗୀନ ମହାନ୍ତି, ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ଭର ମହାପାତ୍ର, ପୌର ଯନ୍ତ୍ରୀ ଶ୍ରୀଯୁକ୍ତ ପାଢୀ, ସହକାରୀ ଯନ୍ତ୍ରୀ ଆଲୋକ ଶତପଥି ତଥା SHG ର ସଭ୍ୟା ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ କ୍ରମ କୁ କନିଷ୍ଠ ପରିମଳ ବିଶେଷଙ୍ଗ ସୁଜିତ କୁମାର ପରିଚାଳନା କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026