ପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ଓ ଫୋରମ୍ ଫର୍ ପିପୁଲ୍ ଆଣ୍ଡ ନେଚର ,ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ପୁରୀ ବେଳା ଭୂମିରେ ଅନ୍ତର୍ଜାତୀୟ ସାମୁଦ୍ରିକ ତଟ ସ୍ୱଚ୍ଛତା ଦିବସ ପାଳିତ ହୋଇ ଯାଇଛି।ଲାଇଟ୍ ହାଉସ ସାମ୍ନା ବେଳା ଭୂମି ଠାରେ ଆୟୋଜିତ ଏହି ସାଙ୍କେତିକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଆଇ ଏଫ୍ ଏସ ସୁରେଶ କୁମାର ମିଶ୍ର,ଆଇ ଏଫ୍ ଏସ ନିମାଇଁ ଚରଣ ମହାନ୍ତି,ବରିଷ୍ଠ ପରିବେଶ ବିଜ୍ଞାନୀ ମିହିର ପଟ୍ଟନାୟକ,ଓ ଏଫ୍ ଏସ ଶିବ କୁମାର ମିଶ୍ର ,

