
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଶୁକ୍ରବାର ପ୍ରାତଃ ୪ ଘଣ୍ଟ ଠାରୁ ଚାଲିଛି ଭିଜିଲାନ୍ସ ଟିମ ର ମାରାଥନ ଚଢ଼ାଉ । ଏହି ଟିମରେ କୋରାପୁଟ ଜିଲା ଜୟପୁର,

