ପ୍ରତାପନଗରୀ ଧାକୁଲେଇ ପୀଠରେ କମିଶନରେଟ ପେ।ଲିସ ପଖ୍ୟରୁ ଦୂର୍ଗା ପୂଜା ପ୍ରସ୍ତୁତି ବୈଠକ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରୀ ସ୍ଥିତ ଧାକୁଲେଇ ପୀଠରେ କଟକ ସଦର ଥାନ୍ତ।,ବାରଙ୍ଗ ଓ ବୟାଳୀଶ ମୈଜା ଥାନା ଅଞ୍ଚଳର ପୂଜା କମିଟ ଗୁଡିକୁ ନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେ।ଇଥଲା । ଚଳିତ ବର୍ଷ ଦୂର୍ଗା ପୂଜା ଏବଂ ଭଷାଣିକୁ ଶାନ୍ତି ଶୣଙ୍ଖଳାର ସହ ଶେଷ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ଆୟୋଜିତ ବୈଠକରେ ସଦର ଥାନା ଆଞ୍ଚଳିକ ଶାନ୍ତି କମିଟିର ସଂପାଦକ ସୁରେନ୍ଦ୍ର ମହାପାତ୍ର ସଭା ପରିଚାଳନା କରିଥିଲେ। ଉକ୍ତ ବୈଠକରେ କଟକ ସହରରେ ଭଷାଣୀ ପାଇଁ ରାତି ବାରଟା ପର୍ଯ୍ୟନ୍ତ ପେ ।

ଲିସ ପ୍ରଶାସନ ପଖ୍ୟରୁ ଅନୁମତି ଦିଆ ଯାଉଥିଲା ବେଳେ ସିଏମସି ଅଧିନରେ ଥିବା ଚାରି ଗୋଟି ୱ।ର୍ଡ ଗେ।ପାଳପୁର ଠାରୁ ଫୁଲନଖରା ପର୍ଯ୍ୟନ୍ତ ମେଢକୁ ରାତି ବାରଟା ପର୍ଯ୍ୟନ୍ତ ସମୟ ଦେବାକୁ ବିଭିନ୍ନ ପୂଜା କମିଟିର ସଭାପତି, ସଂପାଦକ ଏବଂ ଶାନ୍ତି କମିଟିର ସଭାପତି ସଂପାଦକ ମାନେ ପେ । ଲିସ ପ୍ରଶାନ ନିକଟରେ ଦାବି ରଖିଥିଲେ । ଏଥିସହିତ ପୂଜାମଣ୍ଡପ ଅଞ୍ଚଳ ରେ ରାସ୍ତା ଘାଟ ମରାମତି, ବିଦ୍ୟୁତ ସେବା, ପାନୀୟ ଜଳ ଯେ। ଗାଣ, ଟ୍ରାଫିକ ନିୟନ୍ତ୍ରଣ ଆଦି ପ୍ରତି ଦୣଷ୍ଟି ଦିଆଯିବା ନେଇ ଆଲେ। ଚନା କରାଯାଇଥିଲା ।

ଏହି ବୈଠକରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯେ। ଗ ଦେଇଥିଲେ। ଏସିପି ଶଶିକାନ୍ତ ରାଉତ, ସଦର ଥାନା ଆଇଆଇସି ତୁଷାର କାନ୍ତ ସେଠୀ, ବୟାଳିଶ ମୈ । ଜା ଥାନା ଆଇଆଇସି ଓମ ପ୍ରକାଶ ମହାନ୍ତି, କଟକ ମହାନଗର ଶାନ୍ତି କମିଟି ର ସଭାପତି ଦେବେନ୍ଦ୍ର ନାଥ ସାହୁ, ସଂପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟିର ସଂପାଦକ ପ୍ରଫୁଲ୍ଲ ସାହୁ, କଟକ ସଦର ଥାନା ଶାନ୍ତି କମିଟିର ସଭାପତି ନିମାଇଁ ଚରଣ ଲେଙ୍କା, କାର୍ଯ୍ୟକାରି ସଭାପତି ସ୍ଵାଧିନ ମହାନ୍ତି, କର୍ପୋରେଟର ମମତା ମହାନ୍ତି, କର୍ପୋରେଟର ପୂରଣ୍ଣିମା ସ୍ଵାଂଇ, ଆଦି ଯେ।ଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Exit mobile version