ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସେପ୍ଟେମ୍ୱର ପାଞ୍ଚ ରୁ ଅକ୍ଟୋବର ସାତ ତାରିଖ ପର୍ଯ୍ୟନ୍ତ ଟାଟା ସ୍ଵେଚ୍ଛାସେବୀ ସପ୍ତାହ ପାଳନ ଅବସରରେ ପ୍ରକଳ୍ପ ଅଧିକାର ଦ୍ଵାରା ଏବଂ TPCODL ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ମିଳିତ ଉଦ୍ୟମରେ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଖମାରସାହି ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଜୟନ୍ତୀ ନାୟକଙ୍କ ନେତୃତ୍ୱରେ ଗ୍ରାମ୍ୟ ମହିଳା ମାନଙ୍କୁ ନେଇ ମହିଳା ଅଧିକାର,

