ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ତୁରେକେଲା ବ୍ଲକ ସ୍ତରୀୟ ନୁଆଁଖାଇ ଭେଟ ଘାଟ ଉତ୍ସବ ପାଳିତ l ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ମିଳିତ ସହଯୋଗରେ ତା. ୨୭/୦୮/୨୦୨୫ ଠାରୁ ତା. ୩୦/୦୮/୨୫ ଚାରିଦିନ ଧରି ତୁରେକେଲା ବ୍ଲକ ସ୍ତରୀୟ ନୁଆଁଖାଇ ଭେଟ ଘାଟ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ, ସମ୍ମାନୀତ ଅତିଥି କୁଇବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଳାଶ ପୁଟେଲ,
