ମୋହନା ଥାନା ଅଂଚଳରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ : ଅଙ୍ଗନୱାଡି ହେଲ୍ପର ଓ ତାଙ୍କ ସ୍ଵାମୀ ଗିରଫ

ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧୂକାରୀ ତଥା ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠି କହିଛନ୍ତି । ସୂଚନାଯୋଗ୍ୟ ଗତ ମାସ ୭ ତାରିଖ ଦିନ କମଳାପୁର ଗାଁର କରୁଣାକର ଦଳାଇଙ୍କୁ ଗୁଣି ସନ୍ଦେହରେ କୁସୁମପୁର ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ମାଡ଼ ମାରି ହତ୍ୟା କରି ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ଅଭିଯୁକ୍ତମାନେ ପୋତି ଦେଇଥିଲେ ।
Related Content
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ
by
Proprietor Abhimanyu Maharana
March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ
by
Proprietor Abhimanyu Maharana
March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ
by
Proprietor Abhimanyu Maharana
March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ
by
Proprietor Abhimanyu Maharana
March 14, 2026
ବାଲିଗୁଡା ମା' ପାଟଖଣ୍ଡା ଠିକାଦାର ସଂଘର ବୈଠକ
by
Proprietor Abhimanyu Maharana
March 14, 2026
ମାଓମୁକ୍ତ ହେବ ସମଗ୍ର କନ୍ଧମାଳ ଜିଲ୍ଲା, ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୦ ମାଓବାଦୀ
by
Proprietor Abhimanyu Maharana
March 14, 2026