ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଭାରତର ଦ୍ବିତୀୟ ରାଷ୍ଟ୍ରପତି ସାର ସର୍ବପଲ୍ଲୀ ରାଧାକ୍ରୀଷ୍ଠାନ୍ଙ୍କ ଜନ୍ମଦିବସ ଅବସରରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଏ.ଜି. ମିଶନ୍ ବିଦ୍ୟାଳୟ,ଚାନ୍ଦପୁର ଶିକ୍ଷକମାନଙ୍କର ଉତ୍ସବକୁ ଆଡମ୍ବର ସହିତ ପାଳନ କରିଥିବାବେଳେ ଆଜିର ଏହି ମହନୀୟ ଦିବସ ଉପଲକ୍ଷେ (ରକ୍ତଦାନ ମହତ ଦାନ) ଏହି ବଳିଷ୍ଠ ସତ୍ୟକୁ ପାଳନ କରି ଏକ ରକ୍ତଦାନ ଶିବିର ଆୟୋଜିତ କରିଥିଲା ।

