Home ଓଡ଼ିଶା କେନ୍ଦ୍ରାପଡା ପୌର ଯନ୍ତ୍ରୀ ଅନିରୁଦ୍ଧ ନାୟକଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, ଟାଉନୁ ଥାନାରେ,ମାମଲା ରୁଜୁ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରାପଡ଼ା ପୌରଯନ୍ତ୍ରୀ ଅନିରୁଦ୍ଧ ନାୟକ ଙ୍କ ବିରୋଧରେ ଫୋନ୍ରେ ପିସି ନେଇଥିବା ସାଙ୍ଘାତିକ ଅଭିଯୋଗ ହୋଇଛି। ଏ ନେଇ ୧୨ ନମ୍ବର ୱାର୍ଡର କାଉନସିଲର୍ ରିହାନା ଖାତୁନ୍ଙ୍କ ସ୍ବାମୀ ଶେଖ୍ ଜମିରୁଲ୍ଲା କେନ୍ଦ୍ରାପଡା ଟାଉନ୍ ଆନାରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଯନ୍ତ୍ରୀ ଅନିରୁଦ୍ଧ ନାୟକ କେନ୍ଦ୍ରାପଡା ମୁନୁଶିପାଲଟୀ 12″ ନମ୍ବର ୱାର୍ଡ ରେ ବିଭିନ୍ନ ଡ୍ରେନ୍ କାମ ବିଲ୍ କରାଇ ଦେବା ପାଇଁ ତାଙ୍କ ପୁଅଠୁ ଦୁଇଟି ପର୍ଯ୍ୟାୟରେ ଫୋନ୍’ରେ ୩୦ ହଜାର ଟଙ୍କା ଏବଂ ନଗଦ ଆକାରରେ ୨୦ହଜାର ଟଙ୍କା ଲାଞ୍ଚ ନେଇଛନ୍ତି । ମୋଟ୍ ଉପରେ ୫୦ ହଜାର ଟଙ୍କା ଲାଞ୍ଚ ନେବା ପରେ ବିଲ କରିଥିଲେ । ଏପରିକି ନିଜର ଝିଅ ବାହାଘର କରିବା ପାଇଁ ଆଉ କିଛି ଟଙ୍କା ମାଗିଥିଲେ, ଓ କହିଥିଲେ ବହୁତ ଅସୁବିଧା ରେ ଅଛି ମୋତେ ମୋ ଝିଅ ବାହାଘର କରିବା ପାଇଁ ଆଉ କିଛି ଟଙ୍କା ଦିଅ ଝିଅ ବାହାଘର କଥା କହି ପରବର୍ତ୍ତୀ ସମୟରେ ନଗଦ ଆକାରରେ ୧ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ। କାଉସିଲର, ସେକ୍ ଜମିରୁଲ୍କା, ଙ୍କ ପାଖରୁ ନେଇ ଥିଲେ ଓ କହିଥିଲେ ମୁଁ, ସମସ୍ତ ଟଙ୍କା ଅଗଷ୍ଟ ୫ ତାରିଖ ସୁଦ୍ଧା ଟଙ୍କା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଧାର୍ଯ୍ୟ ସମୟ ପୂରି ଯାଇଥିଲେ ବି’ ଟଙ୍କା ମାଗିଲେ,ପୌର ଯନ୍ତ୍ରୀ ଅନିରୁଦ୍ଧ ନାୟକ ଆଉ ଫେରାଉ ନଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ଝିଅ ବାହାଘର ପାଇଁ ୧୪୦ ହଜାର ଟଙ୍କା ଉଦ୍ଧାର ନେଇଛନ୍ତି। ପୌର ଯନ୍ତ୍ରୀ ହେଲେ ଉକ୍ତ ଟଙ୍କା ଫେରସ୍ତ ପାଇଁ ସେକ ଜମିରୁଲ୍ଲା ଅନିରୁଦ୍ଧ ନାୟକ ଙ୍କୁ ବିଭିନ୍ନ ସମୟରେ ଟଙ୍କା ମାଗିଥିଲେ ସୁଦ୍ଧା ଟଙ୍କା ନ ଦେବାକୁ ଖୋଲା ଖୋଲି କହିଥିଲେ, ଆହୁରି ମଧ୍ୟ ସେ ସେକ ଜମିରୁଲ୍ଲାଙ୍କୁ ବହୁତ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ମଧ୍ୟ, ସେକ୍ ଜରିମୁଲ୍ଲା ଙ୍କୁ ଦେଇଥିଲେ, ବିଭିନ୍ନ କାଉସିଲର ଅଭିଯୋଗ ମୁତାବକ ପୌରଯନ୍ତ୍ରୀ ଅନିରୁଦ୍ଧ ନାୟକ କେନ୍ଦ୍ରାପଡ଼ା ପୌରପାଳିକା ବିଭିନ୍ନ ଓ୍ବାର୍ଡରେ ବହୁ ନିମ୍ନମାନର କାର୍ଯ୍ୟ କରାଇ ବିଲ୍ କରାଇ ଲକ୍ଷ ଲକ୍ଷ ଟଙ୍କା ପିସି ଆକାରରେ ନେଇଥିବା ଅଭିଯୋଗ ହେଇଛି। ସବୁଠାରୁ ବଡ କଥା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଝିଅ ବାହାଘର ପାଇଁ ଲକ୍ଷେ ଚାଳିଶ ହଜାର, ଜାର,ଟଙ୍କା,ର ଟଙ୍କା, ଉଧାର,ନେଇଛନ୍ତି, ପୌର ଯନ୍ତ୍ରୀ ହେଲେ ଉକ୍ତ ଟଙ୍କା ଫେରସ୍ତ ପାଇଁ ସେକ୍ ଲକ୍ଷ ଟଙ୍କା ପିସି ଆକାରରେ ଅଭିଯୋଗ ହେଉଛି । ସବୁଠାରେ କରିବା ନିହାତି ଆବଶ୍ୟକ ଏ ଘଟଣା ସଂପର୍କରେ ସେକ ଜମିରୁଲ୍ଲା ଟାଉନ୍ ଆନାରେ ଲିଖୁତ ଅଭିଯୋଗ କରିଥିବା ବେଳେ ଥାନାଧିକାରୀ ଦିଲ୍ଲୀପ ସାହୁ ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି, ଏଠି ପ୍ରଶ୍ନ ଉଠୁଛି ଜୀ କେନ୍ଦ୍ରାପନା ପୌର ଯନ୍ତ୍ରୀ ଙ୍କ ନାମରେ ଆଗରୁ ବହୁବାର ଅଭିଯୋଗ ହୋଇଛି ଯେ କେନ୍ଦ୍ରାପଡା ପୌର ଯନ୍ତ୍ରୀ ଅନିରୁଦ୍ଧ ନାୟକ, କେନ୍ଦ୍ରାପଡା ଦୁଇ ନମ୍ବର ୱାର୍ଡ , ଓ ଏକୋଇଶ ନମ୍ବର ୱାର୍ଡ ରେ ବହୁ କାମରେ ଫଲସ୍ ବିଲ କରି କୋଟି କୋଟି ଟଙ୍କା ଚଳୁଥିବା କିଛି କଣ୍ଟ୍ରାକ୍ଟର,ଅଭିଯୋଗ କରିଛନ୍ତି, ଏଠି ସାଧାରଣ ଜନତା ଦାବି କରିଛନ୍ତି କୀ ଏଭଳି ଦୁର୍ନୀତି ଖୋର ପୌର ଯନ୍ତ୍ରୀ ଙ୍କୁ ନିହାତି ଚାକିରୀ ରୁ ନିଲମ୍ବିତ କରିବା ସହିତ ତାଙ୍କୁ ଯେଉଁ କରିତ କର୍ମା ଘଣ୍ଟ ଘୋଡାଉଛି ତାଙ୍କୁ କଠୋର ପଦକ୍ଷେପ ନେବାକୁ ସାଧାରଣ ଜନତା ଦାବି କରିଛନ୍ତି। Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ଖୋର୍ଦ୍ଧାରୋଡ ମଣ୍ଡଳରେ ସମୂହ ଅବସର କାଳୀନ ସମ୍ବର୍ଦ୍ଧନାସଭା by Proprietor Abhimanyu Maharana August 1, 2026 Exim Bank to Set Up Regional Office in Bhubaneswar, to Deepen its Engagement with Odisha's Exporters by Proprietor Abhimanyu Maharana August 1, 2026 ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ by Proprietor Abhimanyu Maharana August 1, 2026 ସୂଚନା ବିଭାଗର ନିକ୍ଷେପକଙ୍କୁ ଅବସର ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ବନ୍ଦେ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି ଜନନୀ by Proprietor Abhimanyu Maharana August 1, 2026 ପୂର୍ବତନ ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026