“ଇଷ୍ଟ “ଶିକ୍ଷା ଅନୁଷ୍ଠାନରେ ଶିକ୍ଷା ସମ୍ୱଦ୍ଧିୟ ଆଲୋଚନାଚକ୍ର ଅନୁଷ୍ଠିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଜାତୀୟ ଗୁରୁ ଦିବସ ଅବସରରେ ଫୁଲନଖରା – ମାଧବ ନିଆଳି ୬୦ ନମ୍ୱର ଜାତୀୟ ରାଜପଥର ତ୍ରିନାଥ ବଜାର ସ୍ଥିତ “ଇଷ୍ଟ “ଶିକ୍ଷା ଅନୁଷ୍ଠାନ ପରିସରରେ ଶିକ୍ଷା ସମ୍ବଦିୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । Pioneer’s Institute of Innovtive Education (PITE) ଏବଂ

Estern Academy of Science And Technology (EAST) ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିକ୍ଷା ସମ୍ଭଦୀୟ ଏକ ଆଲୋଚନାରେ ୧୧ ଟି ଜିଲ୍ଲାର ବହୁ ଶିକ୍ଷାବିତମାନେ ଯୋଗ ଦାନ କରି ଏଥିରେ PITE ଶିକ୍ଷାନୁଷ୍ଠାନକୁ କିପରି ଆଗକୁ ନେଇ ଶିକ୍ଷା କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରୁପେ ପରିଣତ କିପରି କିପରି କରାଯାଇପାରିବ ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏହି ଆଲୋଚନା ଚକ୍ରରେ ଇଷ୍ଟ ର ଡାଇରେକ୍ଟର,principal superintendent officer ଏଵଂ PITE ଶିକ୍ଷାନୁଷ୍ଠାନର chairperson,Directer ଏବଂ ଫାଇନାନ୍ସ ଅଫିସର ଯୋଗଦାନ କରି କିପରି PITE ଶିକ୍ଷାନୁଷ୍ଠାନକୁ ଜାତୀୟସ୍ତରରେ ପ୍ରତିଷ୍ଠିତ କରାଯାଇପାରିବ ତା ଉପରେ ଆଲୋକପାତ କରିଥିଲେ ।ସବିଶେଷରେ ଅନୁଷ୍ଠାନର ଚେୟାରପରସନ sakira Begum ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version