ଭୁବନେଶ୍ୱର ପଟିଆ,ପ୍ଲଟ ନମ୍ବର ୩୯୦, (କୋଏଲ କ୍ୟାମ୍ପସ ସମ୍ମୁଖ) ଠାରେ ନୂତନ ସୋରୁମ ର ଶୁଭାରମ୍ଭ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଏକ ଅଗ୍ରଣୀ ରୂପା ଅଳଙ୍କାର ବ୍ରାଣ୍ଡ ହିୱାନା ଏବଂ ନୂତନ ଯୁଗର ହସ୍ତତନ୍ତ ଲେବଲ୍ ମମତା ଡୋରି ମିଳିତ ଭାବେ ନିଜର ଚମତ୍କାର ରୂପା ଅଳଙ୍କାର ଓ ଉତ୍କୃଷ୍ଟ ହସ୍ତତନ୍ତ ଶାଢ଼ିର ସଦ୍ୟତମ ସଂଗ୍ରହ ସହିତ ଭୁବନେଶ୍ୱର ପଟିଆ,ପ୍ଲଟ ନମ୍ବର ୩୯୦, (କୋଏଲ କ୍ୟାମ୍ପସ ସମ୍ମୁଖ) ଠାରେ ନୂତନ ସୋରୁମ ର ଶୁଭାରମ୍ଭ ବିଷୟ ଘୋଷଣା କରିଛନ୍ତି ।
