ଓଡ଼ିଶାରେ ୨୨,୭୩,୫୯୨ ଟି ନମୁନା ପରୀକ୍ଷା କରାଯାଇଛି ,୧,୩୯,୧୨୧ ଜଣ ପଜିଟିଭ୍‌ ଚିହ୍ନଟ ,୧,୦୮,୦୦୧ ଜଣ ସୁସ୍ଥ , ୫୯୧ ଜଣ ରୋଗୀଙ୍କର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨୨,୭୩,୫୯୨ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୩୯,୧୨୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

୧,୦୮,୦୦୧ ଜଣ ରୋଗୀ ସଂ ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । (ଆଜିର ସୁସ୍ଥ ସଂଖ୍ୟା- ୨୭୦୬) ୫୯୧ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୦,୪୭୬ ରହିଛି । ୩୩,୧୮୨ ଜଣ ହସ୍‌ ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version