Home ଅପରାଧ କଟକ ମହାନଦୀ ବିହାର ରେ : ପୋଲିସ ଦମ୍ପତିଙ୍କ ର ଘର ମାଲିକ ଉପରେ ଦବଙ୍ଗଗିରି – ଉର୍ମିଳା ବେହେରା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଘର ମାଲିକ ଥାନାରେ ଏତଲା ଦେଇଛନ୍ତି କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ସରକାରୀ ଚାକିରି କରି ଏତେ ବର୍ଷ ଛୁଟିରେ ରହି ଯେତେ ପ୍ରକାର ଶଙ୍ଗିନ୍ ଅପରାଧ କରିବା ଯେପରିକି ନିତିଦିନିଆ ଅଭ୍ୟାସ ରେ ପରିଣତ ହୋଇ ଗଲାଣି । କଟକ ମହାନଦୀ ବିହାର ରେ ଘରମାଲିକ ମାନେ ଘର ଦେବାକୁ ଡରିଲେଣି । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି । କଟକ ମହାନଦୀ ବିହାର ଭିଜିଲାନ୍ସ କଲେଣି ପ୍ଲଟ ନମ୍ବର ୮୩୩ ରେ । କିଶୋର ଚନ୍ଦ୍ର ମିଶ୍ର ଙ୍କ ଘରେ । ଆଗାମୀ କିଛି ବର୍ଷ ହେବ ପୋଲିସ ଚାକିରି କରୁଥିବା ସ୍ଵାମୀ ସ୍ତ୍ରୀ ଉଭୟ ଘର ଭଡ଼ା ଆକାରରେ ମିଶ୍ର ବାବୁ ଙ୍କ ଘରେ ଭଡ଼ା ରହିଲେ ।ସ୍ଵାମୀ ପ୍ରିୟ ବତ୍ର ରାଉତ କଟକ ରେ ତାଙ୍କର ସ୍ତ୍ରୀ ଉର୍ମିଳା ବେହେରା ପୋଲିସ ଚାକିରି କରିଥିବାରୁ ସିଏ, ମିଶ୍ର ବାବୁ ଙ୍କ ୮୩୩ ମହାନଦୀ ବିହାର ଘରେ ରୁହନ୍ତି । ହେଲେ ଦୁଃଖ ର ବିଷୟ ହେଲା ଯେ । ଉର୍ମିଳା ବେହେରା ମିଶ୍ର ବାବୁ ଙ୍କ ର ଅନ୍ୟା ଭଡ଼ା ଟିଆ ମାନଙ୍କୁ ଶାନ୍ତିରେ ରଖାଇ ଦେଉନାହାନ୍ତି । ୨/୩ ବର୍ଷ ହେବ ଡିଉଟି ବନ୍ଦ କରି ଛୁଟିରେ ରହି ସବୁ ପ୍ରକାର ଆଇନ ବିରୁଦ୍ଧରେ କାମ କରିବା । ଅନ୍ୟ ଲୋକମାନଙ୍କୁ ଅପମାନ କରିବା ସହିତ ଅତ୍ୟାଚାର କରିବା ସହିତ ୮ ମାସ ହେବ ଘର ଭଡ଼ା ନ ଦେଇ ଟଙ୍କା ମାଗିଲେ ମିଶ୍ର ବାବୁ ଙ୍କୁ ଅପମାନ କରି କଥା କହି ରେଫ୍ କେସ୍ ଦବାର ଧମକ୍ ଦେଉଛନ୍ତି । ମିଶ୍ର ବାବୁ ଙ୍କ ର ସବୁ ଭଡ଼ା ଟିଆ ଙ୍କ ଘରେ ତାଲା ପକାଇ । କିଛି ଗୁଣ୍ଡା ଶ୍ରେଣୀୟ ଟୋକା ମାନଙ୍କୁ ଆଣି ଘରେ ରଖି । ରାତି ଅଧ ଯାଏଁ ହେ ହାଲ୍ଲା କରିବା ସହିତ ତଳେ ରହୁଥିବା ମିଶ୍ର ବାବୁ ଙ୍କ ର କେୟାର ଟେକର ଙ୍କ ଘରେ ପଶି ମାଡ ମାରି ଗାଳି ଗୁଲଜ କରି । ତଳେ ଥିବା ଗିତାଞଳି ଲେଙ୍କା ଏବଂ ତାଙ୍କ ଝିଅ କଲେଜ ରେ ପଢୁଥିବା ପିଲା କୁ ମାଡ଼ ମାରି ତାର ହାତ ଫାକଚର । ଗୋଡ଼ ରେ ଆଘାତ କରିବା ସହିତ ତାଙ୍କୁ ଧମକ୍ ଦେଇ କହୁଛନ୍ତି ତୁ କଲେଜ ଜିବା ବାଟରେ ତୋ ଉପରେ ଏସିଡି ପକାଇ ତେ ଯିବକୁ ନଷ୍ଟ କରିବା ସହିତ ତୋର ପୁରା କ୍ୟାରିୟର ବରବାଦ୍ କରି ଦେବି।ତୁ ପଙ୍ଗୁ ହୋଇ ଘରେ ପଡି ରହିବୁ ।ସେ କଲେଜ ରେ ପଢୁଥିବା ଝିଅକୁ ଉର୍ମିଳା ବେହେରା କହୁଛନ୍ତି ତୁ ତୋ ଭାଇ ଦୁଇ ଜଣ ଯାଇ ଆଗ ଡିଏନଏ ଟେଷ୍ଟ କର ଯଣା ପଡ଼ିବ ତୁମର ବାପ କିଏ ଯାହାକୁ ବାପା ଡାକୁଚ ସିଏ ତୁମର ବାପ ନୁହେଁ । ଏମିତି ବହୁତ କିଛି କଥା କହିବା ସହିତ ଧମକ୍ ଦେଇ କହୁଛନ୍ତି ମୁଁ ଗୋଟିଏ ପୋଲିସ । ପୋଲିସ ମୋତେ ସାହାଯ୍ୟ କରିବ । ଓଲଟା ତୁମ ମାନଙ୍କ ନାମରେ ମିଛ କେସ୍ ପୋଲିସ କରିବେ । ମିଶ୍ର ବାବୁ ଙ୍କ ର ତଳେ ଘରେ ରହୁଥିବା ଗିତାଞଳୀ ଲେଙ୍କା ମିଶ୍ର ବାବୁ ଙ୍କ ର ଘର ର ଭଲମନ୍ଦ ଦାଇତ୍ୱ ବୁଝାସୁଝା କରିବା ପାଇଁ ଦାଇତ୍ୱ ଦେଇଛନ୍ତି। ଆଯି ତା ୧/୯/୨୦୨୫ ସମୟ ଦିନ ସାଢେ଼ ଏଗାରଟା ବେଳକୁ ଯେତେବେଳେ ମିଶ୍ର ବାବୁ ତାଙ୍କର ପୁରା ପରିବାର ସହିତ କଟକ ଘରେ ଆସି ପହଞ୍ଚିଲେ । ଲାଇନ୍ କାଟିବା ପାଇଁ ସେହି ସମୟରେ ଉର୍ମିଳା ବେହେରା ବ୍ୟବହାର ଖରାପ୍ କରିବା ସହିତ ତାଙ୍କୁ ଧମକ୍ ଦେଇ କହୁଛନ୍ତି ଦେଖ ମୁଁ ଏବେ ତୁମ ମାନଙ୍କ ର କଣ କରୁଛି । ଆମେ ଯେତିକି ବୁଝି ଦେଖିଲୁ ଯେ ଉର୍ମିଳା ବେହେରା ୮ ମାସ ହେବ ଘର ଭଡ଼ା ନ ଦେଇ । କିଛି ଲୋକ ମାନଙ୍କୁ ଘରେ ରଖି ଅଟା । ତେଲ । ମେସିନ ଘରେ ରଖି ମାଲିକ ଙ୍କ ଙ୍କୁ ନ ଯଣାଇ କାମ କରିବା ସହିତ ହୋ ହାଲ୍ଲା ରାତି ଅଧ ଯାଏଁ କରୁଛନ୍ତି । ସେଠାରେ ଥିବା ସାଇପଡିଶା ମିଶ୍ର ବାବୁ ଙ୍କୁ ଡ଼କାଇ ସମସ୍ତେ ଏକତ୍ର ହୋଇ ଉର୍ମିଳା ବେହେରା ଙ୍କୁ କହିବାରୁ ସେ ଖରାପ କଥା କହି ବାଟ ବନ୍ଦ କରିଦେଲେ । ଘର ମାଲିକ ଥାନାରେ ଏତଲା ଦେଇଛନ୍ତି । ବାକି କୈଣସି ବାଟ ନ ପାଇ ବାଧ୍ୟ ହୋଇ ଆଯି ୧/୯ ରେ ଲାଇନ୍ କାଟିଲେ । ଆମେ ବି ବହୁତ ଚେଷ୍ଟା କଲୁ ଉର୍ମିଳା ବେହେରା ଙ୍କ ଠାରୁ କିଛି କଥା ଆଣିବା ପାଇଁ ସିଏ ଆମକୁ କୈଣସି ଉତ୍ତର ଦେଲେ ନାହିଁ । ଏବେ ଦେଖିବାକୁ ବାକି ରହିଲା ମିଶ୍ର ବାବୁ ଏବଂ ଗିତାଞଳି ଲେଙ୍କା ଏ ସମସ୍ତଙ୍କୁ । କେଉଁ ଦିନ ନ୍ୟାୟ ମିଳିବ । ଚାଉଳିଆଗଞ୍ଜ ଥାନା ଅଧିକାରୀ କଣ ଉର୍ମିଳା ବେହେରା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କି ପଦକ୍ଷେପ ନେଇଛନ୍ତି ଦେଖିବାକୁ ବାକି ରହିଲା । ଏହାର ସବୁ ଅଡିଓ ଭିଡିଓ ସହିତ ଆମ ପାଖରେ ସବୁ ପ୍ରକାର ପ୍ରମାଣ ଅଛି । Categories: ଅପରାଧ, ଓଡ଼ିଶା, କଟକ, ହୋମ୍ Related Content ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026