ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଏଭିଭି ଆଙ୍କର୍ – ଓଡ଼ିଶା ରାଜ୍ୟ ସରକାର ପଛୁଆ ବର୍ଗ କୁ ଶିକ୍ଷା ରେ ୧୧.୨୫% ସରକ୍ଷଣ ବ୍ୟବସ୍ତା ଲାଗୁ କରି ଥିବାରୁ ଗଜପତି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ସରକାର ଓ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଧନ୍ଯବାଦ୍ ଜ୍ଞାପନ କରିଛନ୍ତି l
