ଗୁଜରାଟର ସାନନ୍ଦରେ ଖୋଲିଲା ଦେଶର ପ୍ରଥମ ଏଣ୍ଡ ଟୁ ଏଣ୍ଡ ଓଏସଏଟି ପାଇଲଟ୍ ଲାଇନ୍ ପ୍ଲାଣ୍ଟ୍
-
୨୦୩୨ ସୁଦ୍ଧା ବିଶ୍ୱରେ ୧୦ ଲକ୍ଷ ସେମିକଣ୍ଡକ୍ଟର ପ୍ରତିଭାଙ୍କର ଆବଶ୍ୟକତା ଦେଖା ଦେବ; ଭାରତ ଏହି ଆବଶ୍ୟକତା ପୂରଣ କରିବାକୁ ଏବଂ ସେମିକଣ୍ଡକ୍ଟର ପ୍ରତିଭା କ୍ଷେତ୍ରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ: ଶ୍ରୀ ଅଶ୍ୱିନୀ ବୈଷ୍ଣବ
-
ଭାରତକୁ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର କେନ୍ଦ୍ରରେ ପରିଣତ କରିବାରେ ଗୁଜରାଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ: ଶ୍ରୀ ଅଶ୍ୱିନୀ ବୈଷ୍ଣବ
-
ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେଇଛନ୍ତି, ଫଳସ୍ୱରୂପ ଏସସିଏଲ ମୋହାଲିରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ୨୦ଟି ଚିପ୍ସ ପ୍ରସ୍ତୁତ ହୋଇଛି: କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ