କନ୍ଧମାଳରେ ୩,୭୯୭ ଚାଷୀ ପଞ୍ଜୀକରଣ: ରାଜ୍ୟରେ ସର୍ବନିମ୍ନ, ଗତବର୍ଷ ତୁଳନାରେ ବୃଦ୍ଧି

ଲିଙ୍ଗାଗଡ଼ରେ ୯୧ ଜଣ, କ.ନୂଆଗାଁରେ ୯୬ ଜଣ, ଗୁଞ୍ଜିବାଡ଼ିରେ ୬୮ ଜଣ, ସାରଙ୍ଗଡ଼ରେ ୧୨୧ ଜଣ, ଖଜୁରୀପଡ଼ାରେ ୧୩୮ ଜଣ, ଦୁତିପଡ଼ାରେ ୧୧୦ ଜଣ, କୋଟଗଡ଼ରେ ୧୮୧ ଜଣ, ଗୋଛାପଡ଼ାରେ ୯୬ ଜଣ, ଫିରିଙ୍ଗିଆରେ ୧୦୯ ଜଣ, ନୂଆପଦରରେ ୫୦ ଜଣ, ଫୁଲବାଣୀରେ ୧୭୩ ଜଣ, ଇନ୍ଦ୍ରଗଡ଼ରେ ୨୭୫ ଜଣ, ରାଇକିଆରେ ୧୩୩ ଜଣ, ଗଡ଼ଗୁଡ଼ାରେ ୧୨୩ ଜଣ, ଟିକାବାଲିରେ ୨୮୬ ଜଣ, ତୁମୁଡ଼ିବନ୍ଧରେ ୨୧୩ ଜଣ ଓ ଝାବାରାଫା ଲ୍ୟାମ୍ପ୍ସରେ ୯୩ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି ।
Related Content
Nandan Dwibedi receives Yuva Bharati Samman
by
Proprietor Abhimanyu Maharana
September 22, 2026
ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 22, 2026
ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ
by
Proprietor Abhimanyu Maharana
September 22, 2026
ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ
by
Proprietor Abhimanyu Maharana
September 22, 2026
ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା
by
Proprietor Abhimanyu Maharana
September 22, 2026
ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା
by
Proprietor Abhimanyu Maharana
September 22, 2026