ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମଦନ ମୋହନ ଦ୍ଵାରା ନିହିତ ହେଲେ ଦାବାଗ୍ନି ରାକ୍ଷସ. ଜନ୍ମାଷ୍ଟମୀ ଠାରୁ କଂସ ବଧ ପଯ୍ୟନ୍ତ ଶ୍ରୀକ୍ଷେତ୍ର ରେ ଶ୍ରି ମନ୍ଦିରୀ ରେ ଚାଲିଥାଏ କୃଷ୍ଣ ଲୀଲା ପାରମ୍ପରିକ ମହୋତ୍ସବ. ବଲରାମ ଭେସ ରେ ବାସୁଦେବ ପାଢି, ଶ୍ରିକୃଷ୍ନ ଭେସ ରେ ଶୌରଭ ମହାପାତ୍ର, ଦାବାଗ୍ନି ରାକ୍ଷସ ରୂପେ ଦୂର୍ଗାପ୍ରସାଦ ଦାସ ଭେସ୍ ହେବା ସହିତ ଶ୍ରୀମନ୍ଦିର କୁ ଯାଇ ସେଠାରେ ନୀତି ସମ୍ପନ୍ନ କରି ଥିଲେ. ସନ୍ଧ୍ୟା ଧୂପ ସରିବା ପରେ ମହାଜନ ସେବକ ଦ୍ଵାରା ଦକ୍ଷୀଣ ଘରୁ ବାହାରିବା ରତ୍ନସିଂହାସନ କୁ ବିଜେ କରିଥାନ୍ତି ଓ ସେଠାରୁ ଆଜ୍ଞା ମାଲ ପାଇ ଜୟ ବିଜଯ ଦ୍ଵାର ପାଖ ରେ ପଡ଼ିଥିବା ଖଟ ଉପରେ ବିରାଜମାନ କରିବା ସହିତ ସେଠାରେ ପୂଜାପଣ୍ଡା ଙ୍କ ଦ୍ଵାରା ପୂଜା ଅର୍ଚନା ଆରତି କରାଯାଇଥାଏ l
ଦାବାଗ୍ନି ରାକ୍ଷସ ଆଜ୍ଞା ମାଳ ପାଇ କୃଷ୍ନ ବଲରାମ ଙ୍କ ସହିତ ଯୁଧ୍ୟ ର ପ୍ରସ୍ତାବ ଦିଅଯାଇଥାଏ. ଏହି ଯୁଦ୍ଧ ରେ କୃଷ୍ଣ ବଳରାମ ଙ୍କ ହାତ ରେ ଦାବାଗ୍ନି ରାକ୍ଷସ ର ନିହିତ ହୋଇଥାଏ. ଶ୍ରି ମନ୍ଦିରୀ ରେ ଏହି ନୀତି ସରିବା ପରେ ଭେସ୍ ହୋଇ ଥିବା କଳାକାର ମାନେ ଶ୍ରୀମନ୍ଦିର ଚତୃ ପାର୍ଶ୍ୱ ରେ ବୁଲିବା ସହିତ ପଡୋଶୀ ସାହି କାଳିକା ଦେବୀ ସାହି ଦେଇ ନିଜ୍ ଆଖଡ଼ା କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି. ଏହି କାଯ୍ୟ କ୍ରମ ରେ ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ମୋହନ ମହାପାତ୍ର,ଗଣେଶ୍ଵର ମହାସୁଆର, ନାରାୟଣ ମହାପାତ୍ର, କ୍ରୀତଦାସ ମହାପାତ୍ର, ଗୌରୀ ଶଙ୍କର ଶତପଥୀ,

