ରବିବାରରେ ବିଭିନ୍ନ ଥାନା ରେ ଗୁଣ୍ଡା ପ୍ୟାରେଡ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷ ରୁ ଅଭିନଵ ଉପାୟରେ ଅପରାଧ ହ୍ରାସ ପାଇଁ ନୂଆ ତରିକା ରେ ରବିବାର ଦିନ ବିଭିନ୍ନ ଥାନା ରେ ଅଭିଯୁକ୍ତ ଅପରାଧୀ ମାନଙ୍କୁ ନେଇ ଗୁଣ୍ଡା ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି l ସେମାନେ ସଚେତନ କରୁଛନ୍ତି ଯେ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଗୁଣ୍ଡା ଗିରି କରନାହିଁ l

ଜୀବନରେ ଶାନ୍ତି ରେ ଚଳିବା ପାଇଁ ଏହି ଵେବସ୍ଥା ଚିରସ୍ଥାୟୀ ନୁହେଁ l ଅପରାଧିକ କାର୍ଯ୍ୟ ନ କରିବା ପାଇଁ ସଚେତନ କରୁଛନ୍ତି l ଭଲ ଲୋକ ହୁଏ ସାହି, ବସ୍ତି, ଗାଁ ରେ ମିଳିମିଶି ଚଳିବା ପାଇଁ ଚେଷ୍ଟା କର l ପୁରୀ ପୋଲିସ ର ଏହି ବ୍ୟବସ୍ଥା କୁ ଅନେକ ବୁଦ୍ଧିଜୀବୀ ପସନ୍ଦ କରିଛନ୍ତି l

ତେବେ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ଓ ଧାର୍ମିକ ସହର ରେ ଜିରୋ ଅପରାଧ ପାଇଁ ପୋଲିସ ଚେଷ୍ଟା ଚଳାଇଛି l  ନୂଆ ଏସ ପି ପ୍ରତୀକ ସିଂ ଯୋଗ ଦେବା ପରେ ନୂଆ ତରିକା ରେ ଅପରାଧ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିବେ ବୋଲି ଜିଲ୍ଲାବାସି ଆଶା ବାନ୍ଧିଛନ୍ତି l

Exit mobile version