କଟକ SCB ମେଡିକାଲ କଲେଜ P G ଷ୍ଟୁଡେଣ୍ଟ୍ UNION ଦ୍ଵାରା : ରକ୍ତ ଦାନ ଶିବିର ରେ 90 ୟୁନିଟ ରକ୍ତ ସଂଗ୍ରହ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ SCB ମେଡିକାଲ କଲେଜ P G ଷ୍ଟୁଡେଣ୍ଟ୍ Union ଦ୍ଵାରା 19ତାରିଖ ମଙ୍ଗଳବାର ରେ ଏକ ବ୍ଲଡ଼ ଦୋନେସନ ରକ୍ତ ଦାନ ଶିବିର ର ଆୟୋଜନ କରା ଯାଇଥିଲା , ଏହାକୁ Dean Pricipal prof, Dr, ଲୁସୀ ଦାସ ଉଦ୍ଘାଟନ କରିଥିଲେ lଏହି ସିବିରରେ Prof Dr. Bhuban mohan das, Prof Manoranjan dash, prof. Dr. Jyotirmaya Nayak, Prof. Dr Jayanta Kumar Panda. Dr. Smita Mohapatra . Dr. Chinmaya Pradhan , Dr Bikash Kumar Panda. ସମସ୍ତେ ଉପସ୍ଥିତ ଥିଲେ,ଏହି ରକ୍ତ ଦାନ ଶିବିର ରେ 90ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା, ଏହି ଶିବିର ତି ବହୁତ୍ ସଫଳତା ସହିତ ଅନୁଷ୍ଠିତ କରି ଥିବାରୁ PG students union ତରଫ ରୁ ସମସ୍ତ କାର୍ଯ୍ୟ କର୍ତ୍ତା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି l

Exit mobile version