ଲୋଧାଚୁଆ ଛକରେ ଭାରସାମ୍ୟ ହରାଇ ଧାନ ବିଲକୁ ଓଳିଟିଲା 

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼  ଜିଲ୍ଲା ରଣପୁର ନିକଟ ବର୍ତ୍ତୀ  ଲୋଧାଚୁଆ ଛକରେ    ଭାରସାମ୍ୟ   ହରାଇ ଧାନ  ବିଲକୁ  ଓଳିଟିଲା  ଦ୍ରୁତଗାମୀ ହାଇୱ  ଚାଳକ  ଓ  ହେଲପର   କାଚ    ଗୁରୁତର । ଉଭୟ ଙ୍କୁ   ଉଦ୍ଧାର  କଲେ  ସ୍ଥାନୀୟ  ଲୋକେ ।

ଚାଳକ  ଓ  ହେଲପର  ଦିହିଁଙ୍କ  ଆବସ୍ଥାତ  ସଙ୍କଟାପର୍ଣ୍ଣ  ଥିବାରୁ  ତାଙ୍କୁ  ରଣପୁର  ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି । ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଭାରସାମ୍ୟ ହରାଇ ଧାନ ବିଲକୁ ଓଲଟିଲା ହାଇୱା । ଚାଳକ ଗୁରୁତର । ଅବସ୍ଥାରେ ରଣପୁର ମେଡିକାଲ ରୁ ଭୁବନେଶ୍ବର କୁ ସ୍ଥାନାନ୍ତର ।

Exit mobile version